ଠକେଇ ଅଭିଯୋଗରେ ମହିଳା ଗିରଫ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଠକେଇ ଅଭିଯୋଗରେ ମହିଳା ଗିରଫ

Woman arrested on fraud charges
Spread the love
ADVERTISEMENT
ADVERTISEMENT
ADVERTISEMENT

ଠକେଇ ଅଭିଯୋଗରେ ମହିଳା ଗିରଫ

ନୂଆଗାଁ: 26/11/2021(ରିପର୍ଟ: ନିରଞ୍ଜନ ସାହୁ): ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା 8 ଲକ୍ଷ ଟଙ୍କା ଠକେଇ କରିଥିବା ମହିଳାକୁ ନୂଆଗାଁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହିର ମହିଳା କିଛି ବର୍ଷ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁରରେ ରହୁଥିଲେ । କ୍ରମେ ସେ ଲୋକମାନଙ୍କ ସହ ମିଶି ମହିଳା ଗ୍ରୁପ୍ ଓ ଲୋକମାନଙ୍କୁ ପ୍ରଲୋଭନ ଦେଖାଇ 8 ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା । ଏ ନେଇ ଏସ ଏଚ୍ ଜି ର ମହିଳା ଏବଂ ଲୋକ ମାନେ ନୂଆଗାଁ ଥାନା ରେ 31 ଅଗଷ୍ଟ 2021ରେ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ୍ 112/21ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ADVERTISEMENT

କୌଣସି ସୂତ୍ରରୁ ଉକ୍ତ ମହିଳା ବାଣୀଗୋଛା ଥାନା ଅଂଚଳରେ ରହୁଥିବା ଖବର ପାଇ ନୂଆଗାଁ ପୁଲିସ୍ ଚଢ଼ାଉ କରି ନୂଆଗାଁ ଥାନାକୁ ଆଣି କୋର୍ଟ ଚାଲାଣ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି।

The Essential Handbook for Prospecting and New Business Development

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: