When the patient is sick, the doctor takes the fun of the party!

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ରୋଗୀ ହେଲେ ହନ୍ତସନ୍ତ ଡ଼ାକ୍ତର ନେଲେ ଭୋଜିର ମଜା !

When the patient is sick, the doctor takes the fun of the party!
Spread the love
ADVERTISEMENT
ADVERTISEMENT

ରୋଗୀ ହେଲେ ହନ୍ତସନ୍ତ ଡ଼ାକ୍ତର ନେଲେ ଭୋଜିର ମଜା !

କଟକ:05/01/2022(ରିପୋର୍ଟ -ଅକ୍ଷୟ କୁମାର ସିଂହ): କୋଡିଡ୍ ନିୟମ ଉଲଙ୍ଘନ। ସରକାର କୋଭିଡ୍ ଓ ଓମିକ୍ରନ ମହାମାରୀ କୁ ଦୃଷ୍ଟିରେ ରଖି ଜାନୁଆରୀ 2022ରେ କୈାଣସି ସ୍ଥାନରେ ଭୋଜିଭାତ ବା ପିକନିକ୍ କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ କଟକ ଜିଲ୍ଲା ନେମାଳ ଥାନା ନଇଗୁଆଁ ଠାରେ ବଣଭୋଜି, ନାଚଗୀତରେ ମସଗୁଲ ଅଛନ୍ତି ଖୋଦ୍ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଡାକ୍ତରମାନେ।

ADVERTISEMENT

ସରକାରୀ ନିୟମକୁ ଭୁଲିଯାଇ ଏମାନେ ଚଳାଇଛନ୍ତି ନିଜର ମନମାନୀ। ଖାଲି ଜଣେ କି ଦି’ଜଣ ନାହାନ୍ତି, ଏହି ବଣଭୋଜିରେ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ସରକାରୀ ଡାକ୍ତରଖାନାର କର୍ମଚାରୀ ଏଠି ଏକାଠି ହୋଇ ନାଚଗୀତରେ କୋଭିଡ୍ ଓ ଓମିକ୍ରନ ସମୟରେ ମସଗୁଲ୍ ହେଉଥିବା ବେଳେ ରୋଗୀ ହତାଶ ହୋଇ ଫେରୁଛନ୍ତି ଡାକ୍ତରଖାନାରୁ । ବଡ଼ ଅଭାବନୀୟ ଘଟଣା ଚାଲିଛି ଏହି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। କହିଲେ କିଏ ଆଉ ଶୁଣିବ କିଏ ? ଯେଉଁଠି ଖୋଦ୍ ମେଡିକାଲ ଅଫିସର ଏଠି ଭୋଜିଭାତ ଓ ନାଚଗୀତ ରେ ଆସି ଅଛନ୍ତି, ତେବେ ଅନ୍ୟ କର୍ମଚାରୀଙ୍କ କଥା ପଚାରୁଛି କିଏ ? କଥାରେ ଅଛି, “ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ ଧୋଇବା କାହା ପାଇଁ” ? ସରକାର ଟିକେ ଆଖି ଖୋଲି ଦେଖନ୍ତୁ ଆପଣ କରିଥିବା କୋଭିଡ୍ ନିୟମ କଟକଣା କରିଛନ୍ତି କାହା ପାଇଁ ? ସାଧାରଣ ଲୋକେ କଲେ ଅନେକ ଆଇନ୍ ଆଉ ଡାକ୍ତର ବାବୁ ତାଙ୍କ କର୍ମଚାରୀ କଲେ ତାଙ୍କୁ କ’ଣ ସାତ ଖଣ୍ଡ ମାଫ୍ ? ମେଡିକାଲ କର୍ମଚାରୀ ହେଲେ ବୋଲି ଏମାନେ କ’ଣ ଆଇନି ର ଉର୍ଦ୍ଧ୍ବରେ। ବିଚାର ଆପଣଙ୍କ ର….।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: