NK NEWS ODISHA

News agency Odisha

ଟାକରା ଘାଟିରେ ଅଜଣା ମୃତଦେହ !

Unknown dead body in Takra Valley!
Spread the love

ଟାକରା ଘାଟିରେ ଅଜଣା ମୃତଦେହ !

ଦଶପଲ୍ଲା :12/11/2021(ରିପୋର୍ଟ :ପ୍ରଶାନ୍ତ କୁମାର ପ୍ରଧାନ): ଆଜି ଦିବା 11ଘଟିକା ସମୟେ, ଦଶପଲ୍ଲା ନିକଟସ୍ଥ ଟାକରା ଘାଟିରେ ଏକ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଓ ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଲେଖାଯିବା ସୁଦ୍ଧା ଦଶପଲ୍ଲା ପୋଲିସ କିମ୍ବା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।

ଅଧିକ ଜାଣିବା ପାଇଁ ଏହି ଖବରକୁ follow କରିଥାନ୍ତୁ….

%d