ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ ଓ 2 ଗୁରୁତର!
ନୂଆଗାଁ : 01/11/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ତୁଳସୀପୁର ଠାରେ ଦ୍ରୁତ ଗତିରେ ଆସୁଥିବା ଦୁଇ ବାଇକି ମୁହାଁମୁହିଁ ଧକ୍କା l ବାଇକି ଧକ୍କାରେ ଘଟଣା ସ୍ଥଳରେ 2ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି I ତେବେ ମୃତକ 2 ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ହୋଇଥିବା ବେଳେ ଅନ୍ୟଜଣେ ଲୁଣିସରା ଗ୍ରାମର ବେଣୁଧର ପ୍ରଧାନ ବୋଲି ସୂଚନା ମିଳିଛି I ସେପଟେ ଆହତ ଦୁଇଜଣ ହେଲେ ଗୋପାଳ ମହାପାତ୍ର ଓ ବୁଦ୍ଧିଆ ସିଂହ ବୋଲି ଜଣାପଡିଥୀବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …