ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ ଓ 2 ଗୁରୁତର! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ ଓ 2 ଗୁରୁତର!

Tragic road accident, 2 dead and 2 serious!
Spread the love
ADVERTISEMENT
ADVERTISEMENT

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ ଓ 2 ଗୁରୁତର!

ନୂଆଗାଁ : 01/11/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ତୁଳସୀପୁର ଠାରେ ଦ୍ରୁତ ଗତିରେ ଆସୁଥିବା ଦୁଇ ବାଇକି ମୁହାଁମୁହିଁ ଧକ୍କା l ବାଇକି ଧକ୍କାରେ ଘଟଣା ସ୍ଥଳରେ 2ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି I ତେବେ ମୃତକ 2 ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ହୋଇଥିବା ବେଳେ ଅନ୍ୟଜଣେ ଲୁଣିସରା ଗ୍ରାମର ବେଣୁଧର ପ୍ରଧାନ ବୋଲି ସୂଚନା ମିଳିଛି I ସେପଟେ ଆହତ ଦୁଇଜଣ ହେଲେ ଗୋପାଳ ମହାପାତ୍ର ଓ ବୁଦ୍ଧିଆ ସିଂହ ବୋଲି ଜଣାପଡିଥୀବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: