NK NEWS ODISHA

News agency Odisha

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 07/06/2021, ବୁଧବାର

Spread the love

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 07/06/2021, ବୁଧବାର

ମିଥୁନ ଦି୨୩ନ, ଆଷାଢ଼ କୃଷ୍ଣପକ୍ଷ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୭ରିଖ ,ବୁଧବାର । ଅଦ୍ୟ ଶିବପ୍ରଦୋଷ ବ୍ରତ ।

ସୂର୍ଯ୍ୟୋଦୟ ପ୍ରାଘ୫/୧୪/୩୦, ସୂର୍ଯ୍ୟାସ୍ତ ସଂଘ୬/୨୮/୧୪,

ତ୍ରୟୋଦଶୀ ରାଘ୩/୨୪, ରୋହିଣୀ ସଂଘ୬/୨୧, ବୃଷଚନ୍ଦ୍ର ଅହୋରାତ୍ର, ଗଣ୍ଡ ଦିଘ୩/୩୭, ଗର ଦିଘ୨/୧୭ଗ, ବାଣିଜ୍ୟ ରାଘ୩/୨୪,

ଯାତ୍ରା : ଯୋଗିନୀ ଦକ୍ଷିଣେ ।ଅତଃ ଦକ୍ଷିଣେ ଓ ପୂର୍ବେ ଯାତ୍ରା ନାସ୍ତି ।
ଘାତବାର : କର୍କଟ ରାଶିର,
ଘାତଚନ୍ଦ୍ର : ନାସ୍ତି,
ରଜଶ୍ଚକ୍ରେ : କନ୍ୟା ଶ୍ରୀସଂପନ୍ନା,
ପୁଷ୍କରଦୋଷ : ନାସ୍ତି,
ଶୁଭକର୍ମ : ଅଦ୍ୟ ନାମକରଣ, ଅନ୍ନପ୍ରାଶନ
ଚୂଡାକରଣ, ଦେବତା ପ୍ରବେଶ ପ୍ରତିଷ୍ଠା, ଜଳାଶୟାରମ୍ଭ, ଗୃହାରମ୍ଭ, ଭୂମପୂଜା ,ଗୃହପ୍ରବେଶ ପ୍ରତିଷ୍ଠା ,କ୍ରୟବିକ୍ରୟ ବାଣିଜ୍ୟ ନବବସ୍ତ୍ର ପରିଧାନ ଓ ଅଳଙ୍କାର ଧାରଣ,ବିବାହ ପାଣିଗ୍ରହଣ ,ବ୍ରତୋପନୟନ ଇତ୍ୟାଦି ଶୁଭ
ଯୋଗାଏ ।
ଭକ୍ଷଣ ନିଷେଧ : ବାଇଗଣ ,
ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣ

ଅମୃତବେଳା :–ଦିଘ୭/୫୪ଗ ଘ୯/୪୦ ବାରବେଳା :–ଦିଘ୧୧/୫୨ଗଘ୧/୩୧ମକାଳରାତ୍ରି :—ରାଘ୨/୩୪ଗ ଘ୩/୫୫ମ
କାଳବେଳା :ଦିଘ୮/୩୪ଗ ଘ୧୦/୧୩
ମାହେନ୍ଦ୍ରବେଳା :–ପ୍ରାଘ ୬/୮ମ,

ଆଜିର ସଂକ୍ଷିପ୍ତ ରାଶିଫଳ

ମେଷରାଶିର : ଅର୍ଥାଭାବ,
ବୃଷ : ବନ୍ଧୁ ମିଳନ ଓ ସମ୍ମାନିତ,
ମିଥୁନ : ସ୍ୱାସ୍ଥ୍ୟ ହାନି ,
କର୍କଟ : ଲାଭ ଓ ଖୁସି,
ସିଂହ : ବନ୍ଧୁଶମିଲନ,
କନ୍ୟା : ଶରୀର ପୀଡା,
ତୁଳା: କାର୍ଯ୍ୟେ ପଛୁଆ,
ବିଛା : ସାହାଯ୍ୟ ସହଯୋଗ ଲାଭ,
ଧନୁ : ଲାଭ,
ମକର : କାର୍ଯ୍ୟେ ପଛୁଆ
କୁମ୍ଭ : ଚକ୍ଷୁପୀଡା,
ମୀନ : ଧନଦ୍ରବ୍ୟ ଲାଭ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।

ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ, କୁରାଳ

💐 ଜୟ ଶ୍ରୀଗଣନାଥ 💐
       👌ଜୟ ମା'ପାର୍ବତୀ 👌
             
%d