NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 07/06/2021, ବୁଧବାର

Spread the love
ADVERTISEMENT

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 07/06/2021, ବୁଧବାର

ମିଥୁନ ଦି୨୩ନ, ଆଷାଢ଼ କୃଷ୍ଣପକ୍ଷ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୭ରିଖ ,ବୁଧବାର । ଅଦ୍ୟ ଶିବପ୍ରଦୋଷ ବ୍ରତ ।

ସୂର୍ଯ୍ୟୋଦୟ ପ୍ରାଘ୫/୧୪/୩୦, ସୂର୍ଯ୍ୟାସ୍ତ ସଂଘ୬/୨୮/୧୪,

ତ୍ରୟୋଦଶୀ ରାଘ୩/୨୪, ରୋହିଣୀ ସଂଘ୬/୨୧, ବୃଷଚନ୍ଦ୍ର ଅହୋରାତ୍ର, ଗଣ୍ଡ ଦିଘ୩/୩୭, ଗର ଦିଘ୨/୧୭ଗ, ବାଣିଜ୍ୟ ରାଘ୩/୨୪,

ଯାତ୍ରା : ଯୋଗିନୀ ଦକ୍ଷିଣେ ।ଅତଃ ଦକ୍ଷିଣେ ଓ ପୂର୍ବେ ଯାତ୍ରା ନାସ୍ତି ।
ଘାତବାର : କର୍କଟ ରାଶିର,
ଘାତଚନ୍ଦ୍ର : ନାସ୍ତି,
ରଜଶ୍ଚକ୍ରେ : କନ୍ୟା ଶ୍ରୀସଂପନ୍ନା,
ପୁଷ୍କରଦୋଷ : ନାସ୍ତି,
ଶୁଭକର୍ମ : ଅଦ୍ୟ ନାମକରଣ, ଅନ୍ନପ୍ରାଶନ
ଚୂଡାକରଣ, ଦେବତା ପ୍ରବେଶ ପ୍ରତିଷ୍ଠା, ଜଳାଶୟାରମ୍ଭ, ଗୃହାରମ୍ଭ, ଭୂମପୂଜା ,ଗୃହପ୍ରବେଶ ପ୍ରତିଷ୍ଠା ,କ୍ରୟବିକ୍ରୟ ବାଣିଜ୍ୟ ନବବସ୍ତ୍ର ପରିଧାନ ଓ ଅଳଙ୍କାର ଧାରଣ,ବିବାହ ପାଣିଗ୍ରହଣ ,ବ୍ରତୋପନୟନ ଇତ୍ୟାଦି ଶୁଭ
ଯୋଗାଏ ।
ଭକ୍ଷଣ ନିଷେଧ : ବାଇଗଣ ,
ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣ

ଅମୃତବେଳା :–ଦିଘ୭/୫୪ଗ ଘ୯/୪୦ ବାରବେଳା :–ଦିଘ୧୧/୫୨ଗଘ୧/୩୧ମକାଳରାତ୍ରି :—ରାଘ୨/୩୪ଗ ଘ୩/୫୫ମ
କାଳବେଳା :ଦିଘ୮/୩୪ଗ ଘ୧୦/୧୩
ମାହେନ୍ଦ୍ରବେଳା :–ପ୍ରାଘ ୬/୮ମ,

ଆଜିର ସଂକ୍ଷିପ୍ତ ରାଶିଫଳ

ମେଷରାଶିର : ଅର୍ଥାଭାବ,
ବୃଷ : ବନ୍ଧୁ ମିଳନ ଓ ସମ୍ମାନିତ,
ମିଥୁନ : ସ୍ୱାସ୍ଥ୍ୟ ହାନି ,
କର୍କଟ : ଲାଭ ଓ ଖୁସି,
ସିଂହ : ବନ୍ଧୁଶମିଲନ,
କନ୍ୟା : ଶରୀର ପୀଡା,
ତୁଳା: କାର୍ଯ୍ୟେ ପଛୁଆ,
ବିଛା : ସାହାଯ୍ୟ ସହଯୋଗ ଲାଭ,
ଧନୁ : ଲାଭ,
ମକର : କାର୍ଯ୍ୟେ ପଛୁଆ
କୁମ୍ଭ : ଚକ୍ଷୁପୀଡା,
ମୀନ : ଧନଦ୍ରବ୍ୟ ଲାଭ ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।

ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ, କୁରାଳ

💐 ଜୟ ଶ୍ରୀଗଣନାଥ 💐
       👌ଜୟ ମା'ପାର୍ବତୀ 👌
             

ADVERTISEMENT
ADVERTISEMENT
%d bloggers like this: