💐 ଆଜିର ଦିନଟି 💐
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ
କର୍କଟ ଦି୧୫ନ, ଶ୍ରାବଣ କୃଷ୍ଣପକ୍ଷ ସପ୍ତମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୩୦ରିଖ ,ଶୁକ୍ରବାର ।
ସୂର୍ଯ୍ୟୋଦୟ ପ୍ରାଘ୫/୨୨/୪୮,
ସୂର୍ଯ୍ୟାସ୍ତ ସଂଘ୬/୨୨/୪୦,
ସପ୍ତମୀ ଅହୋରାତ୍ର,
ରେବତୀ ଦିଘ୨/୫,
ମୀନଚନ୍ଦ୍ର ଦିଘ୨/୫,
ଧୃତି ରାଘ୮/୨୧,
ବିଷ୍ଟି ଦିଘ୪/୪୬ଗ,
ବବ ନିଶାନ୍ତ ।
ଯାତ୍ରା :–ଯୋଗିନୀ ବାୟବ୍ୟେ ।ଅତଃ ବାୟବ୍ୟେ ଓ ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :–ବିଛା, ଧନୁ ଓ ମୀନ
ରାଶିତ୍ରୟର,
ଘାତଚନ୍ଦ୍ର :–ଧନୁରାଶିର,
ଭକ୍ଷଣ ନିଷେଧ :–ତାଳ,
ରଜଶ୍ଚକ୍ରେ :–କାମାତୁର,
ଶୁଭକର୍ମ :–ନାମକରଣ, ଅନ୍ନପ୍ରାଶନ,
ବିଦ୍ୟାରମ୍ଭ, ଜଳାଶୟାରମ୍ଭ,ଭୂମପୂଜା,
କ୍ରୟବିକ୍ରୟ ବାଣିଜ୍ୟ ,ହଳପ୍ରବାହ ,ବୀଜବପନ ଇତ୍ୟାଦି ଶୁଭ ଯୋଗାଏ ।
ପୁଷ୍କରଦୋଷ :–ମୃତେ ପା୧ଦ,
ଶ୍ରାଦ୍ଧ :–ସପ୍ତମୀର ଏକୋଦିଷ୍ଟ ପାର୍ବଣ ।
ଅମୃତବେଳା :–ପ୍ରାଘ୬/୧୫ଗ ଘ୮/୩୮ମ
ବାର ଓ କାଳବେଳା :–ଦିଘ୮/୩୮ଗ
ଦିଘ୧୧/୫୩ମ,
ମାହେନ୍ଦ୍ରବେଳା :–ରାଘ୧୨/୫୯ଗ
ଘ୩/୧୧ମ,
କାଳରାତ୍ରି :–ରାଘ୯/୭ଗ ଘ୧୦/୩୦ମ,
*ଆଜିର ରାଶିଫଳ*
ମେଷରାଶିର :–ସ୍ୱାସ୍ଥ୍ୟ ଓ ଅର୍ଥ ହାନି,
ବୃଷ :–ଧନ ଓ ବନ୍ଧୁ ଲାଭ,
ମିଥୁନ :–କର୍ମେ ଆନନ୍ଦ,
କର୍କଟ :–ଦଣ୍ଡଭୟ ଓ ଅନ୍ୟମନସ୍କ,
ସିଂହ :–ଦୁର୍ଘଟଣା ଓ ଆଘାତ,
କନ୍ୟା :—ସାହାଯ୍ୟ ଓ ସହଯୋଗ ପ୍ରାପ୍ତ,
ତୁଳା :–ବଂଧୁ ଓ ପାରିବାରିକ ଜଞ୍ଜାଳ ବୃଦ୍ଧି
ବିଛା :– ଚିନ୍ତାବୃଦ୍ଧି,
ଧନୁ :–ଚକ୍ଷୁପୀଡା,
ମକର :–ଦ୍ରବ୍ୟଲାଭ,
କୁମ୍ଭ :–ଆର୍ଥିକ କ୍ଷତି,
ମୀନ :–ସଫଳତା ,ସହଯୋଗ ,ସନ୍ତୋଷ
ପ୍ରାପ୍ତ ।
( ଦଶାଫଳ ଅନୁସାରେ ମଧ୍ୟ ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ, କୁରାଳ
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ବୃଦ୍ଧାବସ୍ଥାକୁ ରୋକିବା ପାଇଁ AI ଆବିଷ୍କାର କଲା ସବୁଠାରୁ ଶକ୍ତିଶାଳୀ ଚିକିତ୍ସା , ଶୀଘ୍ର ତିଆରି ହେବ ଔଷଧ |
ମହାକାଶ ଅପେକ୍ଷା ସମୁଦ୍ର କାହିଁକି ବିପଜ୍ଜନକ? ଜାଣନ୍ତୁ 9ଟି ପଏଣ୍ଟରେ …..