ଆଜିର ଦିନଟି
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ)
ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ
କର୍କଟ ଦି୨ନ ,ଆଷାଢ ଶୁକ୍କପକ୍ଷ ଅଷ୍ଟମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୧୭ରିଖ ଶନିବାର ।
ସୂର୍ଯ୍ୟୋଦୟ ପ୍ରାଘ୫/୧୮/୪,
ସୂର୍ଯ୍ୟାସ୍ତ ସଂଘ୬/୨୮/୫୮ଗ ।
ଅଷ୍ଟମୀ ରାଘ୨/୪୪,
ଚିତ୍ରା ରାଘ୧/୩୫,
କନ୍ୟାଚନ୍ଦ୍ର ଦିଘ୨/୧୦,
ଶିବ ଦିଘ୭/୨୬ଗ,
ସିଦ୍ଧି ରାଘ୪/୫୦,
ବିଷ୍ଟି ଦିଘ୩/୪୩ଗ,
ବବ ରାଘ୨/୪୪
ଯାତ୍ରା : ଯୋଗିନୀ ଐଶାନ୍ୟେ । ଅତଃ ଐଶାନ୍ୟେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : ବୃଷ, ସିଂହ ଓ କନ୍ୟା
ରାଶିତ୍ରୟର,
ଘାତଚନ୍ଦ୍ର : ବୃଷରାଶିର,
ଭକ୍ଷଣ ନିଷେଧ : ନଡ଼ିଆ,
ରଜଶ୍ଚକ୍ରେ: ବିପୁତ୍ରା,
ଶୁଭକର୍ମ : ନାସ୍ତି,
ପୁଷ୍କରଦୋଷ : ମୃତେ ପା୧ଦ,
ଶ୍ରାଦ୍ଧ : ଅଷ୍ଟମୀର ଏକୋଦିଷ୍ଟ ପାର୍ବଣ ।
ଅମୃତବେଳା:-ଦିଘ୮/୪୯ଗ ଘ୧୨/୧୯ମ
କାଳବେଳା :–ପ୍ରାଘ୬/୫୭ମ,
ବାରବେଳା :–ଦିଘ୧/୩୧ଗ ଘ୩/୧୦ମ,
କାଳରାତ୍ରି :–ସଂଘ୬/୨୬ଗ ରାଘ୭/୪୮ମ
ଆଜିର ରାଶିଫଳ
ମେଷରାଶିର :–ଧନଲାଭ ,ସୁସମ୍ବାଦ ପ୍ରାପ୍ତ,
ବୃଷ :–କାର୍ଯ୍ୟେ ବ୍ୟସ୍ତ ଓ ପୀଡା,
ମିଥୁନ :–ଶରୀର ପୀଡା,
କର୍କଟ :-ଧନଦ୍ରବ୍ୟ ଲାଭ,
ସିଂହ :–ଅର୍ଥହାନି,
କନ୍ୟା :–ବୃତ୍ତିରେ ଉନ୍ନତି,
ତୁଳା :–ସ୍ୱାସ୍ଥ୍ୟ ହାନି ଓ ଧନନାଶ,
ବିଛା :–ଅର୍ଥପ୍ରାପ୍ତ,
ଧନୁ :–କର୍ମେ ଉନ୍ନତି ଓ ଶତ୍ରୁ ଜୟ,
ମକର :–ଦଣ୍ଡଭୟ ,
କୁମ୍ଭ :–ଆଘାତ , ଚିନ୍ତିତ,
ମୀନ :–ସାହାଯ୍ୟ ସହଯୋଗ ପ୍ରାପ୍ତ ।
(ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ଉନ୍ନତି ହୋଇପାରେ।)
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ
କୁରାଳ
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ବୃଦ୍ଧାବସ୍ଥାକୁ ରୋକିବା ପାଇଁ AI ଆବିଷ୍କାର କଲା ସବୁଠାରୁ ଶକ୍ତିଶାଳୀ ଚିକିତ୍ସା , ଶୀଘ୍ର ତିଆରି ହେବ ଔଷଧ |
ମହାକାଶ ଅପେକ୍ଷା ସମୁଦ୍ର କାହିଁକି ବିପଜ୍ଜନକ? ଜାଣନ୍ତୁ 9ଟି ପଏଣ୍ଟରେ …..