ଆଜିର ମୁଖ୍ୟ ଖବର || 16 December 2021 || - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ମୁଖ୍ୟ ଖବର || 16 December 2021 ||

Today Headline News |16 December 2021
Spread the love
ADVERTISEMENT
ADVERTISEMENT
ADVERTISEMENT

ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ADVERTISEMENT

ନକଲି ଭୋଟରଙ୍କୁ ଧରିବା ପାଇଁ ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ । କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫରୋମ ଅଫ୍ ବ୍ୟାଙ୍କ ୟୁନିଅନ.ଦୁଇ ଦିନ ବ୍ୟାଙ୍କ ବନ୍ଦ ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।

ବେସ୍ ରେଟ୍ ବଢ଼ାଇଲା ଏସବିଆଇ ! ମହଙ୍ଗା ହୋଇଗଲା ଲୋନ୍, ଅଧିକ ଦେବାକୁ ପଡ଼ିବ ଇଏମ୍‌ଆଇ ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: