ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସର ଅପାରଗତା ପ୍ରତିବାଦରେ ଚାନ୍ଦୋଳ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ। - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସର ଅପାରଗତା ପ୍ରତିବାଦରେ ଚାନ୍ଦୋଳ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ।

The procrastinator in front of the tradder pinchless quelification in the incarration of tradestion and police protests from the incarceration of police.
Spread the love
ADVERTISEMENT
ADVERTISEMENT

ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସର ଅପାରଗତା ପ୍ରତିବାଦରେ ଚାନ୍ଦୋଳ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ।

କେନ୍ଦ୍ରାପଡ଼ା : 24/12/2021(ରିପୋର୍ଟ : ପ୍ରକାଶ କୁମାର ମଲିକ ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଲଗାତାର ଚୋରି ହେବା ପ୍ରତିବାଦରେ ବଜାର କମିଟିର କର୍ମକର୍ତ୍ତାମାନେ ଖରିଦାସାହି ଛକରୁ ଏକ ଶୋଭାଯାତ୍ରାରେ ଯାଇ ଚାନ୍ଦୋଳ ଫାଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ରାତ୍ରିକାଳୀନ ପେଟ୍ରୋଲିଂ ସହ ସାପ୍ତାହିକ ହାଟ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କମିଟି ଦାବି କରିଥିଲା ।

ADVERTISEMENT

ଘଟଣାସ୍ଥଳରେ ଏସ୍ପି ମଦକର ସମ୍ବିଦ ସମ୍ପଦ, ଏସଡିପିଓ ରାଜିବ ଲୋଚନ ପଣ୍ଡା, ସଦର ଥାନା ଅଧିକାରୀ ପବିତ୍ର ମହାରଣା ଓ ଡେରାବିଶ ଆଡିସନାଲ ତହସିଲଦାର ପ୍ରମୋଦ ମହାନ୍ତି ବିକ୍ଷୋଭକାରି ଙ୍କ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିଥିଲେ। ଶେଷରେ ସମସ୍ତ ଘଟଣାକୁ ଗୁରୁତର ସହ ନେଇ ସମାଧାନ ଓ ପୋଲିସ ଡିୟୁଟିକୁ କଡାକଡି କରିବା ସହ ଉପସ୍ଥାପନ ହୋଇଥିବା ସମସ୍ତ ଦାବି ଗୁଡିକର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି। ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି, ସଂପାଦକ ପ୍ରସାନ୍ତ ସାହୁ, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ, ମିହିର ସାମଲ, ଦେବାଶିଷ ବେହେରା,ଲଲାଟେନ୍ଦୁ ନାୟକ, ସୁଦୀପ୍ତ ନାୟକ, ସୁନିଲ ସାହୁ, ଭଗବାନ ସାହୁ, ସଂଜୟ ବେହେରା,ତୃପ୍ତିରଞନ ନାୟକ ଆଦି ବିକ୍ଷୋଭ ସମାବେଶରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: