ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ, ଛାତ୍ରଛାତ୍ରୀ ଓ ଅଭିଭାବକ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ, ଛାତ୍ରଛାତ୍ରୀ ଓ ଅଭିଭାବକ |

The group surrounded the office of the education officer, students and parents
Spread the love
ADVERTISEMENT
ADVERTISEMENT
ADVERTISEMENT

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ, ଛାତ୍ରଛାତ୍ରୀ ଓ ଅଭିଭାବକ |

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ, ଛାତ୍ରଛାତ୍ରୀ ଓ ଅଭିଭାବକ |

ଦଶପଲ୍ଲା : 01/11/2021: ନୟାଗଡ଼ ଜିଲ୍ଲା ଦଶପଲ୍ଲା ହରିଡାବାଡି ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦିପ୍ତ କୁମାର ବେହେରାଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ | ଆଜି ଦଶପଲ୍ଲା ବ୍ଲକ୍ ଡିହଗାଁ ଗ୍ରାମପଂଚାୟତର ଖଇରା- ପଂକାଳସାହି ଗ୍ରାମର 30ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ADVERTISEMENT

ସୂଚନା ଅନୁସାରେ ଆଜି ପୂର୍ବାହ୍ନ 11ଘଟିକା ସମୟରେ ଖଇରା-ପଂକାଳସାହି ପ୍ରାଥମିକ ବିଦ୍ୟାଳୟକୁ ଗଉଡ-ପଂକାଳସାହିକୁ ସ୍ଥାନାନ୍ତରିତ କରିବା ଓ ଦୁଇବର୍ଷ ଧରି 30ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବହିପତ୍ର, ପୋଷାକ ଓ ମଧ୍ୟାହ୍ନ ଭୋଜନ ନଦେବା ଅଭିଯୋଗ ଥିଲା |

ଆଜି ଦଶପଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ | ଏହା ସହିତ ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: