ଡାଳକାଠ ଧରିବାରେ ସଫଳ ହେଲେ ଆସାମୀ ଧରିବାରେ ବିଫଳ ବନ ବଭାଗ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଡାଳକାଠ ଧରିବାରେ ସଫଳ ହେଲେ ଆସାମୀ ଧରିବାରେ ବିଫଳ ବନ ବଭାଗ !

The forest department failed to catch the culprits if they succeeded in catching the twigs!
Spread the love
ADVERTISEMENT
ADVERTISEMENT

ଡାଳକାଠ ଧରିବାରେ ସଫଳ ହେଲେ ଆସାମୀ ଧରିବାରେ ବିଫଳ ବନ ବଭାଗ !

ନୂଆଗାଁ: 26/11/2021(ରିପୋର୍ଟ: ନିରଞ୍ଜନ ସାହୁ): ଜଳବାୟୁ ପରିବର୍ତ୍ତନ ସହ ପ୍ରଦୁଷଣ ବଢୁଥିବା ବେଳେ ସରକାର ସବୁଜ ବଳୟ କରିବା ପାଇଁ ବନବିଭାଗ ଦ୍ୱାରା ଜଙ୍ଗଲ ସୁରକ୍ଷା ସହିତ ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବନକର୍ମଚାରୀଙ୍କ ଠାରୁ କାଠମାଫିଆ ଦୁଇପାଦ ଅଗରେ ଥିବାଭଳୀ ମନେହେଉଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳରେ |

ADVERTISEMENT

ସୂଚନା ଅନୁସାରେ ମାଇଛେଳୀ ଜଙ୍ଗଲ ରାସ୍ତା କଡ଼ରୁ ବଡ ବଡ 3ରୁ ଉର୍ଦ୍ଧ ଶାଳଗଛ ରାତି ଅଧରେ କାଟି ନେବାରେ ସଫଳ ହୋଇଛନ୍ତି କାଠମାଫିଆ। ସକାଳେ ଖବର ପାଇ ମହିପୁରୁ ବନାଞ୍ଚଳ ଅଧୀକାରୀ କର୍ମଚାରୀଙ୍କ ସହିତ ମିଶି ଗଛର ଡାଳ ଜବତ୍ କରିଛନ୍ତି | କିନ୍ତୁ ମୂଳ ନାହିଁ | କାଠର ମୁଲ୍ୟ 50 ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ସୁଚନା ଦେଇଛନ୍ତି। କନ୍ତ ରାସ୍ତା କଡ଼ରୁ ଗଛ ଚୋରି ହେଉଛି , ତଥାପି ତାହା ବନ କର୍ମଚାରୀଙ୍କୁ ସୂଚନା ମିଳୁନି ଉପରେ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ | ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ଡାଳ କାଠ ଧରିବାରେ ସଫଳ ଥିବା ବେଳେ ମାଫିଆଙ୍କୁ ଧରିବାରେ ବନବିଭାଗ ବିଫଳ ହେଉଛି। ଏଥରେକିଛି ବନ କର୍ମଚାରୀଙ୍କ ହାତ ଥିବା ନେଇ ଚର୍ଚ୍ଚ ହେଉଛି

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: