ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଅସହାୟ ପରିବାର - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଅସହାୟ ପରିବାର

The family is helpless despite the government's scheme
Spread the love
ADVERTISEMENT
ADVERTISEMENT

ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଅସହାୟ ପରିବାର

ନୂଆଗାଁ: 16/12/2021(ରିପୋର୍ଟ: ନିରଞ୍ଜନ ସାହୁ): ଭଗବାନଙ୍କ ବିଚିତ୍ର ଲିଳା ! କାହାଭାଗ୍ୟ କେମିତି କାହାର ଖାଇବା ଅଛିତ କିଏ ଖାଇବାକୁ ଦୁଇମୁଠା ମିଳୁନି | ଖାଇବାପାଇଁ ବୟସର ଶେଷ ସୀମାରେ ସଂଗ୍ରାମ କରିବାକୁ ପଡୁଛି । ସରକାରଙ୍କ ମାଳ ମାଳ ଯୋଜନା ଥିଲେ ମଧ୍ୟ ଏହି ଭଳି ଅସହାୟ ପରିବାର ପାଖରେ ପହଂଚି ପାରିନଥିବା ଦେଖିବାକୁ ମିଳିଛି । ଏମିତିକା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତର ବାରଘରିଆ ଗ୍ରାମରେ | ଗରିଆ ନାଏକ ସ୍ତ୍ରୀ ଉଜଳା ନାଏକ ଏହିଭଳି ଅନେକ ଦିନ ହେବ ଜରୀ ପାଲତଳେ ଚଳୁଥିବା ଦେଖିବାକୁ ମିଳିଛି। ସାଧାରଣରେ ଚର୍ଚ୍ଚା, ସରକାରଙ୍କ ଯୋଜନା କାହାପାଇଁ ? ପେଟକୁ ଦାନାପାଇଁ ସ୍ତ୍ରୀ ଲଢେଇ କରିବାକୁ ପଡୁଛି ! ବୟସ 77ବର୍ଷ , ତଥାପି ଆଜିଯାଏଁ ମିଳିନି ବାର୍ଧ୍ୟକ ଭତ୍ତା | ଟଙ୍କାକିଆ ଚାଉଳ 5 କିଲୋ ଏକ ମାତ୍ର ଭରସା | ସ୍ତ୍ରୀ ମୁଲ ଲାଗି ଯେତିକି ଆଣିଥାଏ ,ସେତିକିରେ ଘରର ଖାଇବା ଖର୍ଚ୍ଚ ହୋଇପାରେନାହିଁ | ଏହି ପରିବାର ପ୍ରତି ସରକାର ଦୁଷ୍ଟି ଦେବାପାଇଁ ପରିବାର ଆକୁଳ ନିବେଦନ କରିଛନ୍ତି।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: