The fake factory located in the capital of the fake factory Cuttack .

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନକଲି କାରଖାନାର ପେଣ୍ଠ କଟକରୁ ପୁଣି ଏକ ଦୁଇ ନମ୍ବରୀ କାରଖାନା ଠାବ ।

The fake factory located in the capital of the fake factory Cuttack .
Spread the love
ADVERTISEMENT
ADVERTISEMENT

. But the question is, where did all this go? Who was here to buy cement and sell it on the market? Is the owner of the arrested warehouse the real carpenter of this business or who else is the carpenter of this black business? It is learned that a fake cement factory was set up in Jagatpur in December 2020 and in February 2021. Despite this, the transaction has not been completely stopped.” />

ନକଲି କାରଖାନାର ପେଣ୍ଠ କଟକରୁ ପୁଣି ଏକ ଦୁଇ ନମ୍ବରୀ କାରଖାନା ଠାବ ।

କଟକ: 03/12/2021(ରିପୋର୍ଟ:ଅକ୍ଷୟ କୁମାର ସିଂହ):
ଅପମିଶ୍ରଣର ପେଣ୍ଠ ପାଲଟିଛି କଟକ ? ନକଲି ସିମେଣ୍ଟ କାରଖାନା ଉପରେ ରେଡ୍ କରି ସିଲ୍ କଲା ପୋଲିସ | ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି କଟକରେ । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।

ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ପରେ ଚାଲିଛି ଚଢ଼ାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।ଚଢ଼ାଉ ବେଳେ ଗୋଟିଏ କି ଦୁଇଟି ନୁହେଁ 4ଟି ବ୍ରାଣ୍ଡର ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ବ୍ରହ୍ମପୁରରୁ ବ୍ରାଣ୍ଡର ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ସିମେଣ୍ଟକୁ ଗୁଣ୍ଡ କରି ସମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା । ଦୁଇଟି ଗୋଦାମରୁ ପ୍ରାୟ 1 ହଜାରରୁ ଅଧିକ ବସ୍ତା ସିମେଣ୍ଟ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।

ତିନିଟି ନାମୀ ବ୍ରାଣ୍ଡରେ ମାର୍କେଟକୁ ଛଡ଼ା ଯାଉଥିଲା ଡୁପ୍ଲିକେଟ ସିମେଣ୍ଟ|


ଗୋଦାମ ମାଲିକଙ୍କୁ ଗିରଫ କରି ତନାଘନା କରୁଛି ପୋଲିସ୍ |

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକେ ଘର ତିଆରି କରିବାର ସ୍ୱପ୍ନ ଦେଖନ୍ତି । ହେଲେ କଟକ ଜଗତପୁର ଅଞ୍ଚଳରେ ଚଢଉ କରି ପୋଲିସ୍ ଖୁଲାସା କରିଛି ନକଲି ସିମେଣ୍ଟ । ପୀରବଜାରରେ ଚାଲିଛି ସ୍ୱପ୍ନର ସଉଦା । ବିଶ୍ୱାସ ସହ ହେଉଛି ବେଇମାନୀ । ଜଗତପୁରର 2ଟି ସିମେଣ୍ଟ ଗୋଦାମରେ ଚଢାଉ କରି ପୋଲିସ ଠାବ କରିଛି ନକଲି ସିମେଣ୍ଟ ପ୍ୟାକେଟ୍ । ଲୋକଙ୍କ ବିଶ୍ୱାସ ସହ ଖେଳି ବଜାରକୁ ଏସବୁ ଛଡାଉଥିଲା । ଏକ ଦମ୍ ନୂଆ ଭଳି, ଆଉ ଓରିଜିନାଲ୍ ସିମେଣ୍ଟ ରେଟରେ ।

। ହେଲେ ଏଠି ପ୍ରଶ୍ନ ଆସୁଛିଏସବୁ କେଉଁଠିକୁ ଯାଉଥିଲା? ଏଠାରୁ କିଏ କିଏ ସିମେଣ୍ଟ ନେଇ ବଜାରରେ ବିକ୍ରି କରୁଥିଲେ? ଗିରଫ ଗୋଦାମ ମାଲିକ ହିଁ ଏହି କାରବାରର ଅସଲି କାର୍ପଟଦାର ନା ଆଉ କିଏ ରହିଛି ଏହି କଳାଧନ୍ଦାର କାର୍ପେଟଦାର ? ସୁଚନା ଅଛିକି 2020 ଡିସେମ୍ବରେ ଏବଂ 2021 ଫେବ୍ରୁଆରୀରେ ଜଗତପୁରରେ ହିଁ ଚଢାଉ କରାଯାଇ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଥିଲା । ତା ସତ୍ତ୍ୱେ ଏହି କାରବାରକୁ ସଂପୂର୍ଣ୍ଣ ରୂପେ ରୋକାଯାଇ ପାରିନାହିଁ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: