ନିଶ୍ଚିନ୍ତକୋଇଲି ଠାରେ ଡ୍ରାଇଭର ମହାସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |
କଟକ : 17/10/2022(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ନିଶ୍ଚିନ୍ତକୋଇଲି, କେଣ୍ଟାଲ ଗ୍ରାମପଞ୍ଚୟତ ଶ୍ରୀ ରଘୁନାଥଜୀଉ ମନ୍ଦିର ଗେଟ ସାମ୍ନାରେ ଏକ ବିଶାଳ ଡ୍ରାଇଭର ମହାସଂଘ କାର୍ଯ୍ୟକାରିଣୀ ବୈଠକଅନୁଷ୍ଠିତ ହୋଇଥିଲା | ଏହାର ମୁଖ୍ୟ ଉଦେଶ୍ୟ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବରୁ ଦଶ ଦଫା ଦାବିପତ୍ର ଦିଆଯାଇଥିଲା |
ଏହି ଦାବିପତ୍ର କୁ ଭିତ୍ତି କରି ଆଜି ବୈଠକ ରେ ନିଲୁ ଜେନା (ସଭାପତି ), ସରୋଜ ବେହେରା (ଉପ ସଭାପତି ), ଗୋଲଖ ପରିଡା (କାର୍ଯ୍ୟକାରୀ ସଭାପତି ), ପ୍ରଦୀପ୍ତ ପଣ୍ଡା, ଦିଲ୍ଲୀପ କୁମାର ବେହେରା, ପ୍ରଭାତ ରଞ୍ଜନ ଦାସ (admin)ଶିବାନନ୍ଦ ସାହୁ, ଆଲୋକ କୁମାର ସାହୁ (organiger )ବରାହନାଥ ସିଂ (ବରିଷ୍ଠ ଡ୍ରାଇଭର )ରମାକାନ୍ତ ମହାନ୍ତି, ସନ୍ତୋଷ କୁମାର ବେହେରା, ପ୍ରଫୁଲ୍ଲ କୁମାର ମଲିକ, ଗଗନ ବିହାରୀ ଦାସ, ବିଜୟ କୁମାର ସାହୁ, ନେତ୍ରାନନ୍ଦ ଭୋଇ, ଗୋବିନ୍ଦ ମାଲିକ, ପଦ୍ମଚରଣ ମାଲିକ, ଜଗନ୍ନାଥ ଦାସ ପ୍ରଭୁତି ବହୁ ଡ୍ରାଇଭର ମାନେ ଯୋଗ ଦାନ କରିଥିଲେ |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …