ନିଶ୍ଚିନ୍ତକୋଇଲି ଠାରେ ଡ୍ରାଇଭର ମହାସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନିଶ୍ଚିନ୍ତକୋଇଲି ଠାରେ ଡ୍ରାଇଭର ମହାସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |

The executive meeting of the Federation of Drivers is being held at Nishchintkoili
Spread the love
ADVERTISEMENT
ADVERTISEMENT

ନିଶ୍ଚିନ୍ତକୋଇଲି ଠାରେ ଡ୍ରାଇଭର ମହାସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |

କଟକ : 17/10/2022(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ନିଶ୍ଚିନ୍ତକୋଇଲି, କେଣ୍ଟାଲ ଗ୍ରାମପଞ୍ଚୟତ ଶ୍ରୀ ରଘୁନାଥଜୀଉ ମନ୍ଦିର ଗେଟ ସାମ୍ନାରେ ଏକ ବିଶାଳ ଡ୍ରାଇଭର ମହାସଂଘ କାର୍ଯ୍ୟକାରିଣୀ ବୈଠକଅନୁଷ୍ଠିତ ହୋଇଥିଲା | ଏହାର ମୁଖ୍ୟ ଉଦେଶ୍ୟ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବରୁ ଦଶ ଦଫା ଦାବିପତ୍ର ଦିଆଯାଇଥିଲା |

ADVERTISEMENT

ଏହି ଦାବିପତ୍ର କୁ ଭିତ୍ତି କରି ଆଜି ବୈଠକ ରେ ନିଲୁ ଜେନା (ସଭାପତି ), ସରୋଜ ବେହେରା (ଉପ ସଭାପତି ), ଗୋଲଖ ପରିଡା (କାର୍ଯ୍ୟକାରୀ ସଭାପତି ), ପ୍ରଦୀପ୍ତ ପଣ୍ଡା, ଦିଲ୍ଲୀପ କୁମାର ବେହେରା, ପ୍ରଭାତ ରଞ୍ଜନ ଦାସ (admin)ଶିବାନନ୍ଦ ସାହୁ, ଆଲୋକ କୁମାର ସାହୁ (organiger )ବରାହନାଥ ସିଂ (ବରିଷ୍ଠ ଡ୍ରାଇଭର )ରମାକାନ୍ତ ମହାନ୍ତି, ସନ୍ତୋଷ କୁମାର ବେହେରା, ପ୍ରଫୁଲ୍ଲ କୁମାର ମଲିକ, ଗଗନ ବିହାରୀ ଦାସ, ବିଜୟ କୁମାର ସାହୁ, ନେତ୍ରାନନ୍ଦ ଭୋଇ, ଗୋବିନ୍ଦ ମାଲିକ, ପଦ୍ମଚରଣ ମାଲିକ, ଜଗନ୍ନାଥ ଦାସ ପ୍ରଭୁତି ବହୁ ଡ୍ରାଇଭର ମାନେ ଯୋଗ ଦାନ କରିଥିଲେ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: