NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |

The elected sarpanch organized the Raj festival
Spread the love
ADVERTISEMENT

ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |

ଓଡଗାଁ : (ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଓଡିଶା ଭାରତର ଅନ୍ୟତମ କୃଷି ପ୍ରଧାନରାଜ୍ୟ |ଏଠି ବାର ମାସରେ ତେରପର୍ବ ପାଳିତହୁଏ| ଓଡିଆମାନେ ପର୍ବ ପର୍ବାଣି ସହିତ ପରମ୍ପରାକୁ ବଜାଇରଖିଚନ୍ତି | ଏମିତି ଏକ ପର୍ବ ରଜ |

କଥାରେ ଅଛି ରଜମଉଜ ଏମିତି ଏକପର୍ବ, କେଉଁଠାରେ ଭିଡ ଜମିଥିବାବେଳେ, କେଉଁଠି ହୁଳହୁଳି ଠାରୁ ଆରମ୍ଭକରି କବାଡି ପ୍ରତିଯୋଗିତା ଦେଖିବାକୁମିଳିଛି | ରଜରେ ପିଠାପଣା କେତେକଣ କରା ଯାଇଥାଏ | ରଜଦୋଳିଠାରୁ ଆରମ୍ଭକରି ପୁଅମାନଙ୍କର କବାଡିଖେଳ ଝିଅମାନଙ୍କର ହୁଳହୁଳି ପୁଚିଖେଳ ଏମିତି କେତେକଣ ଦେଖି ବାକୁମିଳିଛି ।

ଏଭଳି ଦୃଶ୍ୟ ଓଡଗାଁ ଆଦର୍ଶ ଥାନା ନିକଟସ୍ଥ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରି ଗ୍ରାମରେ ଦେଖିବାକୁମିଳିଛି । ପନ୍ତୀଖାରି ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶୁଶ୍ରି ଶ୍ରାବଣୀ ବିଶ୍ବାଳଙ୍କ ଆନୁକୁଲ୍ୟରେ ପାଳିତ ହୋଇଛି ରଜପର୍ବ | ମଶାବାରି ଗ୍ରାମବାସୀ ମିଳିତ ହୋଇ ପାଳନ କରିଥିବାବେଳେ, ଏହାରମଜା ନେଇଥିଲେ।

ADVERTISEMENT
ADVERTISEMENT
%d bloggers like this: