ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ଓଡଗାଁ : (ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଓଡିଶା ଭାରତର ଅନ୍ୟତମ କୃଷି ପ୍ରଧାନରାଜ୍ୟ |ଏଠି ବାର ମାସରେ ତେରପର୍ବ ପାଳିତହୁଏ| ଓଡିଆମାନେ ପର୍ବ ପର୍ବାଣି ସହିତ ପରମ୍ପରାକୁ ବଜାଇରଖିଚନ୍ତି | ଏମିତି ଏକ ପର୍ବ ରଜ |
କଥାରେ ଅଛି ରଜମଉଜ ଏମିତି ଏକପର୍ବ, କେଉଁଠାରେ ଭିଡ ଜମିଥିବାବେଳେ, କେଉଁଠି ହୁଳହୁଳି ଠାରୁ ଆରମ୍ଭକରି କବାଡି ପ୍ରତିଯୋଗିତା ଦେଖିବାକୁମିଳିଛି | ରଜରେ ପିଠାପଣା କେତେକଣ କରା ଯାଇଥାଏ | ରଜଦୋଳିଠାରୁ ଆରମ୍ଭକରି ପୁଅମାନଙ୍କର କବାଡିଖେଳ ଝିଅମାନଙ୍କର ହୁଳହୁଳି ପୁଚିଖେଳ ଏମିତି କେତେକଣ ଦେଖି ବାକୁମିଳିଛି ।
ଏଭଳି ଦୃଶ୍ୟ ଓଡଗାଁ ଆଦର୍ଶ ଥାନା ନିକଟସ୍ଥ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରି ଗ୍ରାମରେ ଦେଖିବାକୁମିଳିଛି । ପନ୍ତୀଖାରି ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶୁଶ୍ରି ଶ୍ରାବଣୀ ବିଶ୍ବାଳଙ୍କ ଆନୁକୁଲ୍ୟରେ ପାଳିତ ହୋଇଛି ରଜପର୍ବ | ମଶାବାରି ଗ୍ରାମବାସୀ ମିଳିତ ହୋଇ ପାଳନ କରିଥିବାବେଳେ, ଏହାରମଜା ନେଇଥିଲେ।
More Stories
ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଓଡଗାଁର ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତ
ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା..ତାପରେ ଲୋକମାନେ କଣ କଲେ ଦେଖନ୍ତୁ….