ବଜ୍ରପାତରେ ଭାଙ୍ଗିଲା 70 ବର୍ଷର ପୁରୁଣା ଐତିହ୍ୟ ସମ୍ପନ୍ନ ଶୈବ ମନ୍ଦିରର ଦଧିନଉତି | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବଜ୍ରପାତରେ ଭାଙ୍ଗିଲା 70 ବର୍ଷର ପୁରୁଣା ଐତିହ୍ୟ ସମ୍ପନ୍ନ ଶୈବ ମନ୍ଦିରର ଦଧିନଉତି |

The demolition of the 70-year-old historic Shaiva temple was destroyed by lightning.
Spread the love
ADVERTISEMENT
ADVERTISEMENT

ବଜ୍ରପାତରେ ଭାଙ୍ଗିଲା 70 ବର୍ଷର ପୁରୁଣା ଐତିହ୍ୟ ସମ୍ପନ୍ନ ଶୈବ ମନ୍ଦିରର ଦଧିନଉତି |

ନୟାଗଡ : 28/09/2021(ବ୍ୟୁରୋ ): ନୟାଗଡ଼ ବ୍ଲକ୍ କେନ୍ଦୁଢିପି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଘଟଣ | ଆଜି ଦିନ ପ୍ରାୟ 12 ରୁ 1 ଭିତରେ ବଜ୍ରପାତରେ ଖଇରପଟି ଗ୍ରାମର ଶିବ ମନ୍ଦିରର ଦଧି ନଉତି ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି।

ADVERTISEMENT

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ ପ୍ରଚଣ୍ଡ ବଜ୍ରପାତ ମନ୍ଦିରର ଅଗ୍ରଭାଗରେ ମାଡ଼ ହୋଇଥିଲା |ଯାହା ଫଳରେ ଦଧିନଉତିଟି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡ଼ି ଯାଇଥିଲା। ସତୁରୀ ବର୍ଷର ପୁରୁଣା ମନ୍ଦିର ଏଭଳି କ୍ଷତିଗ୍ରସ୍ତ ହେବା ଦେଖି କେହି କେହି ଗ୍ରାମକୁ ବିପଦ ଥିବା କହିଥିବା ବେଳେ କେହି କେହି ବିଜ୍ଞାନ ସମ୍ମତ କାରଣ ଦର୍ଶାଇଛନ୍ତି।

ଗ୍ରାମର ଶିକ୍ଷିତ ଯୁବକ ମାନେ କହିଛନ୍ତି ପଚାଶ ଫୁଟର ଏହି ଉଚ୍ଚ ମନ୍ଦିର ପାଇଁ ବିଦ୍ୟୁତ ପରିବାହିର ସୁବିଧା କରାଯିବାର ଆବଶ୍ୟକତା ଥିଲା। ଏହି ଘଟଣାଟିକୁ ଦେଖିବା ପାଇଁ ଖଇରପଟି ଗ୍ରାମରେ ଭିଡ଼ ପରିଲକ୍ଷିତ ହୋଇଛି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: