The car collided head-on with a gas auto: two seriously!

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଗ୍ୟାସ ଅଟୋ ସହିତ କାର ମୁଁହାଁମୁହିଁ ଧକ୍କା: ଦୁଇଜଣ ଗୁରୁତର !

The car collided head-on with a gas auto: two seriously!
Spread the love
ADVERTISEMENT
ADVERTISEMENT

ଗ୍ୟାସ ଅଟୋ ସହିତ କାର ମୁଁହାଁମୁହିଁ ଧକ୍କା: ଦୁଇଜଣ ଗୁରୁତର !

ଓଡ଼ଗାଁ: 03/01/2022(ରିପୋର୍ଟ: ରବିନ୍ଦ୍ର କୁମାର ସାହୁ): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ନିକଟସ୍ଥ ଘସାଦେଇପୁର ପୁରଠାରେ ଗ୍ୟାସ ଅଟୋ ସହ କାର ମଧ୍ୟରେ ଧକ୍କା ହୋଇ 2 ଜଣଚାଳକ ଗୁରୁତର ଆହତ ହୋଇଛନ୍ତି। ଆହାତଙ୍କୁ ଓଡଗାଁ ଅଗ୍ନିଶ୍ରମ କର୍ମଚାରୀମାନେ ଓଡଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।। ଅବସ୍ଥା ଗୁରୁତର ଥିବାରୁ ସେମାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି।

ADVERTISEMENT

ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ବରରୁ ଶ୍ରୀ ରଘୁନାଥଙ୍କ ଦର୍ଶନ ପାଇଁ ଏକ ଧଳା ରଙ୍ଗର ଡିଜେଆର ଗାଡ଼ି ନମ୍ବର OD02U-6612 ରେ ଆସୁଥିବା ବେଳେ, ଓଡଗାଁରୁ ମା’ ଭାରତ ଗ୍ୟାସ ଏକ ହଳଦିଆ ରଙ୍ଗର ଅଟୋ ଗ୍ୟାସ ବୋଝେଇ ଗାଡି ନମ୍ବର OD25 7772 ସହିତ ଓଡଗାଁ ଘସାଦେଇପୁର ଠାରେ ଧକ୍କା ହୋଇଥିଲା । ଅଟୋର ପଛପାଖ ସମ୍ପୁର୍ଣ ନଷ୍ଟହୋଇ ଯାଇ ଥିବା ବେଳେ,କାରର ଆଗପାଖରୁ ଭାଙ୍ଗିରୁଜି ନଷ୍ଟ ହୋଇ ଯାଇଥିବା ଜଣାପଡିଛି। କାର ଚାଳକ ଗଗନଦାସ ଏବଂ ଅଟୋ ଚାଳକ ପ୍ରଭାତ କୁମାର ସାହୁ ଗୁରୁତର ଆହତ ହୋଇଛନ୍ତି |

ଓଡଗାଁ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡି ଦୁଇଟିକୁ ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ କରୁଛନ୍ତି। କାରରେ ଆସୁଥିବା ଶଙ୍କରଷଣ ମହନ୍ତ ବୋଲଗଡରେ ପ୍ରାଣି ଚିକିତ୍ସାଳୟ କର୍ମଚାରୀ ଥିବାର ସୁଚନା ଜଣାପଡିଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: