ନୂଆଗାଁ ବ୍ଳକରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ । - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୂଆଗାଁ ବ୍ଳକରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ ।

The block chairman distributed health cards in the Nuagaon block.
Spread the love
ADVERTISEMENT
ADVERTISEMENT
ADVERTISEMENT

ନୂଆଗାଁ ବ୍ଳକରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ ।

ନୂଆଗାଁ: 14/12/2021(ରିପୋର୍ଟ: ନିରଞ୍ଜନ ସାହୁ):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକରେ ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ , ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା ପରିଷଦ ସଭ୍ୟ ନସଭାଇ ଓ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ବିଡ଼ିଓ ପ୍ରମୋଦ କୁମାର ନାୟକ ତହସିଲଦାର ପ୍ରଳୟ ନନ୍ଦ ସତପଥି ଯୋଗ ଦେଇଥିଲେ ।

ADVERTISEMENT

ଏଥିରେ ବହୁ ଅସହାୟ ଗରିବ ଲୋକ ରାଜନୈତିକ ଆକ୍ରୋଶ ହେତୁ ରାସନ୍ କାର୍ଡ ପାଇବାରୁ ବଂଚିତ ରହିଛନ୍ତି । ସେହି ଅସହାୟ ଗରିବ ଲୋକଙ୍କ କାର୍ଡରୁ ବଂଚିତ ରହୁଥିବା ଶୁଣୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଥସହ ନୂଆଗାଁ ବ୍ଳକରେ ଦୀର୍ଘ ବର୍ଷ ହେବ ସାମ୍ବାଦିକତା କରୁଥିବା କିଛି ସାମ୍ବାଦିକ କିମ୍ବା ଡିଜିଟାଲ ମିଡିଆକୁ ଖବର ନଦେବା ହେତୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: