The BJP's demand for the OBC reservation

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓ ବି ସି ସଂରକ୍ଷଣ ଦାବିରେ ବିଜେପିର ଦାବୀପତ୍ର

The BJP's demand for the OBC reservation
Spread the love
ADVERTISEMENT
ADVERTISEMENT

ଓ ବି ସି ସଂରକ୍ଷଣ ଦାବିରେ ବିଜେପିର ଦାବୀପତ୍ର

ଦଶପଲ୍ଲା : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ କୈଣସି ସଂରକ୍ଷଣ ନରଖିବା ପ୍ରତିବାଦରେ ଆଜି ଦଶପଲ୍ଲା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଆସି, ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ, ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ୟେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ADVERTISEMENT

ଏହି ପରିପ୍ରେକ୍ଷୀରେ ଶ୍ରୀ ନାୟକ କହିଛନ୍ତି ଯେ,ଓ ବି ସି ଏକ ବର୍ଗ ହୋଇଥିଲେ ମଧ୍ୟ, ଏହି ବର୍ଗଟି ଆଜିବି ଅନୁନ୍ନତ ଓ ପଛୁଆ । ତେଣୁ ପ୍ରଥମେ ଓବିସି ବର୍ଗପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପରେ ପଂଚାୟତ ନିର୍ବାଚନ କରାଯାଉ । ଯାହାଫଳରେ ପଛୁଆବର୍ଗର ଜନସାଧାରଣ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ଭାଗନେଇ ପାରିବେ ଓ ନିଜ ବର୍ଗର ପ୍ରତିନିଧିତ୍ଵ କରିବା ସଂଗେ ସଂଗେ ଗଣତନ୍ତ୍ରର ସୁଫଳ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: