"ନୟାଗଡ ଇତିହାସ ' ପୁସ୍ତକର ରଚୟିତା ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ ଲୋକାର୍ପିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

“ନୟାଗଡ ଇତିହାସ ‘ ପୁସ୍ତକର ରଚୟିତା ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ ଲୋକାର୍ପିତ |

The author of the book "History of Nayagarh" has unveiled the book cover in memory of the late teacher.
Spread the love
ADVERTISEMENT
ADVERTISEMENT

“ନୟାଗଡ ଇତିହାସ ‘ ପୁସ୍ତକର ରଚୟିତା ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ ଲୋକାର୍ପିତ |

ଓଡ଼ଗାଁ : 30/09/2021(ରିପୋର୍ଟ :ସନାତନ ମହାକୁଡ଼): ଓଡ଼ଗାଁ ଆଦର୍ଶ ଥାନା ଅଧୀନସ୍ଥ ବାହାଡାଝୋଲା ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ସ୍ୱର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ମୃତିରେ ଲୋକାର୍ପଣ ଉନ୍ମୋଚିତ ହୋଇଯାଇଛି | ସ୍ବର୍ଗତ ପାଣିଗ୍ରାହୀଙ୍କ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପୁତ୍ରବଧୁ ପ୍ରିୟଦର୍ଶନୀ ମହାପାତ୍ର “ସମର୍ପଣ” ନାମକ ଏକ ସ୍ମୃତିପତ୍ରିକାର ପ୍ରଚ୍ଛଦ ଲୋକାର୍ପିତ କରିଛନ୍ତି | ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ADVERTISEMENT

ଉକ୍ତ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର,ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ସମ୍ପାଦକ ବ୍ୟଙ୍ଗକାର ଭାବଗ୍ରାହୀ ମହାପାତ୍ର,ସହସମ୍ପାଦକ ଯୁବକବି ଯଶୋବନ୍ତ ପଟ୍ଟନାୟକ,କବି ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ,ଅରୁଣ କୁମାର ସାହୁ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର,ଗାଳ୍ପିକ ଶାନ୍ତନୁ ବିଶୋୟୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତି ଚାରଣ କରିଥିଲେ | ପ୍ରଶାନ୍ତ ଓ ପ୍ରିୟଦର୍ଶନୀଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ନିଜେ ବୋହୁ ପ୍ରିୟଦର୍ଶନୀ ନିଜ ଦିବଂଗତ ଶ୍ୱଶୁରଙ୍କ ଉଦ୍ଦେଶ୍ୟରେ ସମର୍ପିତ ପୁସ୍ତକଟି ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି ସୂଚନା ଦେଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: