ଆଦିବାସୀ ଅଂଚଳରେ ଜନ୍ମଦିନ ପାଳିଲେ ଶିକ୍ଷୟତ୍ରୀ । - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଦିବାସୀ ଅଂଚଳରେ ଜନ୍ମଦିନ ପାଳିଲେ ଶିକ୍ଷୟତ୍ରୀ ।

Teachers celebrate birthdays in tribal areas.
Spread the love
ADVERTISEMENT
ADVERTISEMENT

ଆଦିବାସୀ ଅଂଚଳରେ ଜନ୍ମଦିନ ପାଳିଲେ ଶିକ୍ଷୟତ୍ରୀ ।

ନୂଆଗାଁ: 16/12/2021(ରିପୋର୍ଟ: ନିରଞ୍ଜନ ସାହୁ): ଆଜିକାଲିର ଆଧୁନିକ ଯୁଗରେ ଜନ୍ମଦିନ ବହୁ ଆଡମ୍ବର ସହ ଭୋଜିଭାତ ନାଚ ଗୀତ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ଆଜି ବି ଦୟାଳୁବାନ ମଣିଷ ଅଛନ୍ତି । ଏମିତିକା ଦେଖିବାକୁ ମିଳିଛି ନୟଗଡ଼ ଜିଲ୍ଲା ହୋଲି ଫ୍ୟାମିଲ ସ୍କୁଲର ଶିକ୍ଷୟତ୍ରୀ ଉତ୍କଳିନୀ ନାୟକ ତାଙ୍କର ଏକମାତ୍ର ପୁତ୍ର ଅଗ୍ରନ୍ୟର 17ତମ ଜନ୍ମଦିନ ପାଳନ ମାଛିପଡା ନିକଟ ଆଦିବାସୀ ଅଂଚଳ ପୋଡାଗଡ ଓ କୁସା ପାଣ୍ଡେରୀ ଗ୍ରାମରେ ପହଞ୍ଚି ପୁଅର ଜନ୍ମଦିନ ପାଳନ କରିଛନ୍ତି । ଏଥିସହ ଗରିବ ବ୍ୟକ୍ତିଙ୍କୁ କମଳ ସହ ଛୋଟ ଛୋଟ ପିଲାଙ୍କୁ ଚକଲେଟ ,ବିସ୍କୁଟ ବାଣ୍ଟିଛନ୍ତି | ନୟାଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ଦାମ ସାରେ ,ପରମାନନ୍ଦ ସାରେ ଉପସ୍ଥିତ ରହି କିଛି ସମୟ ବିତେଇଥିଲେ । ଶିକ୍ଷୟତ୍ରୀଙ୍କ ଏହି ଭଳି ମହତ୍ୱପୂର୍ଣ୍ଣ ଚିନ୍ତାଧାରାକୁ ବିଭିନ୍ନ ମହଲରୁ ସ୍ୱାଗତ କରିଛନ୍ତି ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: