NK NEWS ODISHA

News agency Odisha

ଗଞ୍ଜାମ ଜିଲ୍ଲାର ମୋଟ 22ଟି ବ୍ଲକ ପାଇଁ ପଞ୍ଚାୟତ ନିର୍ବାଚନର ସଂରକ୍ଷିତ ଆସନ ଏଠାରେ ଦେଖନ୍ତୁ |

See the reserved seats for the panchayat elections for a total of 22 blocks in Ganjam district here
Spread the love

ଗଞ୍ଜାମ ଜିଲ୍ଲାର ମୋଟ 22ଟି ବ୍ଲକ ପାଇଁ ପଞ୍ଚାୟତ ନିର୍ବାଚନର ସଂରକ୍ଷିତ ଆସନ ଏଠାରେ ଦେଖନ୍ତୁ |

ବ୍ରହ୍ମପୁର: 08/10/2021(ବ୍ୟୁରୋ): ଆସିକା ବ୍ଲକ ଅଧ୍ୟକ୍ଷ ପାଇଁ ମହିଳା, ବେଗୁନିଆପଡା ମହିଳା , ବେଲଗୁଣ୍ଠା ଅଣସଂରକ୍ଷିତ , ଭଞ୍ଜନଗର ଅଣସଂରକ୍ଷିତ , ବୁଗୁଡ଼ା ଅଣସଂରକ୍ଷିତ , ଛତ୍ରପୁର ଅଧ୍ୟକ୍ଷ ପାଇଁ ଅନୁସୂଚିତ ମହିଳା, ଚିକିଟି ଅନୁସୂଚିତ, ଧରାକୋଟ ପଛୁଆବର୍ଗ, ଦିଗପହଣ୍ଡି ଅନୁସୂଚିତ ଜାତି, ଗଞ୍ଜାମ ପଛୁଆବର୍ଗ, ହିଞ୍ଜିଳିକାଟୁ ଅନୁସୂଚିତ ମହିଳା, ଜଗନ୍ନାଥପ୍ରସାଦ ପଛୁଆବର୍ଗ ମହିଳା, କବିସୂର୍ଯ୍ୟନଗର ପଛୁଆବର୍ଗ ମହିଳା, ଖଲ୍ଲିକୋଟ ପଛୁଆବର୍ଗ, କୁକୁଡାଖଣ୍ଡି ଅନୁସୂଚିତ ମହିଳା, ପାତ୍ରପୁର ମହିଳା, ପୋଲସରା ମହିଳା, ପୁରୁଷୋତ୍ତମପୁର ଅଣସଂରକ୍ଷିତ, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି ପଛୁଆବର୍ଗ ମହିଳା, ଶେରଗଡ଼ ଅଣସଂରକ୍ଷିତ, ସୋରଡା ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଛି।

ଜିଲ୍ଲା ପରିଷଦ ଜୋନ୍ ନମ୍ବର 1 ଅଣସଂରକ୍ଷିତ, ଜୋନ୍ ନମ୍ବର 2 ମହିଳା, ଜୋନ୍ ନମ୍ବର 3 ମହିଳା, ଜୋନ୍ ନମ୍ବର 4 ଅଣସଂରକ୍ଷିତ, 5 ନମ୍ବର ଅଣସଂରକ୍ଷିତ, 6 ନମ୍ବର ମହିଳା, 7 ନମ୍ବର ଅନୁସୂଚିତ ଜାତି, 8 ନମ୍ବର ଅନୁସୂଚିତ ଜାତି ମହିଳା, 9 ନମ୍ବର ଅନୁସୂଚିତ ଜନଜାତି, 10 ନମ୍ବର ମହିଳା, 11 ନମ୍ବର ମହିଳା, 12 ନମ୍ବର ଅଣସଂରକ୍ଷିତ, 13 ଅନୁସୂଚିତ ଜାତି, 14 ନମ୍ବର ଅନୁସୂଚିତ ଜାତି, 15 ନମ୍ବର ଅନୁସୂଚିତ ଜାତି, 16 ନମ୍ବର ଅଣସଂରକ୍ଷିତ, 17 ନମ୍ବର ମହିଳା, 18 ନମ୍ବର ପଛୁଆବର୍ଗ ମହିଳା, 19 ନମ୍ବର ପଛୁଆବର୍ଗ ମହିଳା, 20 ନମ୍ବର ମହିଳା, 21 ଅନୁସୂଚିତ ମହିଳା, 22 ନମ୍ବର ଅନୁସୂଚିତ ଜାତି, 23 ଅଣସଂରକ୍ଷିତ, 24 ନମ୍ବର ଅନୁସୂଚିତ ଜାତି ମହିଳା, 25 ନମ୍ବର ଅଣସଂରକ୍ଷିତ, 26 ନମ୍ବର ପଛୁଆବର୍ଗ ମହିଳା, 27 ନମ୍ବର ମହିଳା, 28 ନମ୍ବର ପଛୁଆବର୍ଗ, 29 ନମ୍ବର ପଛୁଆବର୍ଗ ମହିଳା, 30 ଅନୁସୂଚିତ ଜନଜାତି ମହିଳା, 31 ନମ୍ବର ପଛୁଆବର୍ଗ ମହିଳା, 32 ନମ୍ବର ପଛୁଆବର୍ଗ ମହିଳ, 33 ଅନୁସୂଚିତ ଜନଜାତି ମହିଳା, 34 ପଛୁଆବର୍ଗ ମହିଳା, 35 ଅନୁସୂଚିତ ଜାତି ମହିଳା, 36 ଅନୁସୂଚିତ ଜାତି, 37 ପଛୁଆବର୍ଗ, 38 ପଛୁଆବର୍ଗ, 39 ପଛୁଆବର୍ଗ ମହିଳା, 40 ପଛୁଆବର୍ଗ, 41ପଛୁଆବର୍ଗ, 42 ଅନୁସୂଚିତ ଜାତି, 43 ମହିଳା, 44 ପଛୁଆବର୍ଗ, 45 ମହିଳା, 46 ମହିଳା, 47 ପଛୁଆବର୍ଗ, 48 ମହିଳା, 49ମହିଳା, 50 ଅଣସଂରକ୍ଷିତ, 51 ମହିଳା, 52 ଅନୁସୂଚିତ ଜାତି ମହିଳା, 53 ମହିଳା, 54 ଅଣସଂରକ୍ଷିତ, 55 ମହିଳା, 56 ଅଣସଂରକ୍ଷିତ, 57 ଅଣସଂରକ୍ଷିତ, 58 ମହିଳା, 59 ଅଣସଂରକ୍ଷିତ, 60 ଅଣସଂରକ୍ଷିତ, 61 ଅଣସଂରକ୍ଷିତ, 62 ମହିଳା, 63 ଅଣସଂରକ୍ଷିତ, 64 ପଛୁଆବର୍ଗ, 65 ଅଣସଂରକ୍ଷିତ, 66 ପଛୁଆବର୍ଗ ମହିଳା, 67 ଅନୁସୂଚିତ ଜାତି ମହିଳା, 68 ଅଣସଂରକ୍ଷିତ ଓ 69 ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷିତ ରହିଛି।

%d