ସାନ୍ତାଳ ଭାଷାକୁ ଓଡିଶାରେ ଦ୍ୱିତୀୟ ଓ ଝାରଖଣ୍ଡରେ ପ୍ରଥମ ରାଜଭାଷା ମାନ୍ୟତା ଦାବି କଲା ସେଙ୍ଗଲ ଆଦିବାସୀ ସଂଘ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସାନ୍ତାଳ ଭାଷାକୁ ଓଡିଶାରେ ଦ୍ୱିତୀୟ ଓ ଝାରଖଣ୍ଡରେ ପ୍ରଥମ ରାଜଭାଷା ମାନ୍ୟତା ଦାବି କଲା ସେଙ୍ଗଲ ଆଦିବାସୀ ସଂଘ

Santal Adivasi Sangh demands Santal language as second language in Odisha and first in Jharkhand
Spread the love
ADVERTISEMENT
ADVERTISEMENT
ADVERTISEMENT

ସାନ୍ତାଳ ଭାଷାକୁ ଓଡିଶାରେ ଦ୍ୱିତୀୟ ଓ ଝାରଖଣ୍ଡରେ ପ୍ରଥମ ରାଜଭାଷା ମାନ୍ୟତା ଦାବି କଲା ସେଙ୍ଗଲ ଆଦିବାସୀ ସଂଘ

ଭଦ୍ରକ:(ରିପୋର୍ଟ: ସମିର ମହାନ୍ତି): ଭଦ୍ରକ ଜିଲ୍ଲାର ଚରମ୍ପା ସ୍ଥିତ ରେଲୱ ପଡିଆରେ ଆଦିବାସୀ ସେଙ୍ଗଲ ଅଭିଯାନର ମହା ସମ୍ବିଳନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜିତ। ଏହି ଶୁଭ ଅବସରରେ ଆଦିବାସୀ ସେଙ୍ଗଲ ଅଭିଜାନର ରାଷ୍ଟ୍ରୀୟ ଅଧକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ସାଲଖାନ ମୃର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ କେନ୍ଦ୍ରୀୟ ସେଙ୍ଗଲ ଆଦିବାସୀ ସଂଯୋଜକ ସୁମିତ୍ରା ମୃର୍ମୁ , ସେଙ୍ଗଲ ସଭାପତି କେନ୍ଦୁଝର ଜୋନାଲ କମିଟି କଲ୍ୟାଣ ବ୍ରାସ୍କେ , ଭଦ୍ରକ ଜିଲ୍ଲା ସଭାପତି ଭୀମ ମୃର୍ମୁ , ମହିଳାମୋର୍ଚ୍ଚା ସଭାପତି ଆଶା ମୃର୍ମୁ , ଛାତ୍ର ମୋର୍ଚ୍ଚା ସଭାପତି ଗାଇଚାନ ମୃର୍ମୁ , ଆଦି ଯୋଗ ଦେଇ ସଭା କୁ ଅଗ୍ରସ କରିଥିଲେ। ମୁଖ୍ୟତଃ ଆଦିବାସୀ ଙ୍କୁ ଏକତ୍ରିତ କରି ସେମାନେ କିପରି ସେମାନଙ୍କ ସାମ୍ବିଧାନିକ ସମସ୍ତ ଅଧିକ ପାଇପାରିବେ ଓ ଆଦିବାସୀ ଙ୍କୁ ଜାଗରଣ କରିବା ପାଇଁ ୫ଟି ସମସ୍ୟା ତଥା ନିଶା ସମସ୍ୟା , ଅନ୍ଧବିଶ୍ୱାସ , ଇର୍ଷା ଦୋସ ଓ ରାଜନୀତିକୁ କୁ ପୋଷଣ ଓ ଆଦିବାସୀ ମହିଳା ବିରାଧି ମାନସିକତାକୁ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଥିଲା।

ADVERTISEMENT

ଆଦିବାସୀ ଭାଷା କୁ ସଂମାନ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଦିବାସୀ ଙ୍କ ପାଇଁ ରୋଜଗାର ଓ ଝାରଖଣ୍ଡ ରେ ସାନ୍ତାଳୀ ଭାଷା କୁ ପ୍ରଥମ ରାଜଭାଷା ରୂପେ ମାନ୍ୟତା କରାଇବା ସହ ଓଡିଶା ରେ ସାନ୍ତାଳୀ ଭାଷା କୁ ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା କରାଇବା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀଯୁକ୍ତ ସାଲଖାନ ମୃର୍ମୁ ଆହ୍ୱାନ ଦେଇଥିଲେ। ଓ କିପରି ଆଦିବାସୀ ମାନଙ୍କ ସାମୁହିକ ଉନ୍ନତି ହୋଇପାରିବ ଏହି ବିଷୟରେ ଆଲୋଚନା କରାଯାଇଥିଲା।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: