ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ , ଦୁଇ ଗୁରୁତ୍ତର - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ , ଦୁଇ ଗୁରୁତ୍ତର

Spread the love
ADVERTISEMENT
ADVERTISEMENT

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ , ଦୁଇ ଗୁରୁତ୍ତର

ଦଶପଲ୍ଲା : 13/07/2021(ରିପୋର୍ଟ :ରତ୍ନାକର ହୋତା): ଆଜି ସକାଳ ୯ ଘଟିକା ସମୟେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଭୋଗରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ADVERTISEMENT

ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ ଘଟିକା ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ କାର୍ ( OD 12 D 0933 ) ନିଜର ଭାରସାମ୍ୟ ହରାଇ ଏକ କଦମ୍ବ ଗଛକୁ ଧକ୍କା ଦେବା ଫଳରେ , ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରିତ କରାଯାଇଛି ।ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: