NK NEWS ODISHA

News agency Odisha

‘ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍ ଓଡ଼ିଶା ଚାପ୍ଟର ପକ୍ଷରୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ

Punjabi Global Foundation Odisha Chapter donates Rs 50,000 to Chief Minister's Relief Fund
Spread the love

‘ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍ ଓଡ଼ିଶା ଚାପ୍ଟର ପକ୍ଷରୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: 30/06/2023(ରିପୋର୍ଟ: ସତ୍ଯବ୍ରତ ମଲ୍ଲିକ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ରେଲୱେ ଷ୍ଟେସନରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ଥ ପରିବାରଙ୍କୁ ସାହାଯ୍ୟ କରିବାକୁ ‘ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍ ଓଡ଼ିଶା ଚାପ୍ଟର ପକ୍ଷରୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି |

ଏହି ପରିପ୍ରେକ୍ଷିରେ ଲୋକସେବା ଭବନରେ ମୁଖ୍ଯ ଶାସନ ସଚିବଙ୍କୁ ଫାଉଣ୍ଡେସନର ରାଜ୍ଯ ସଭାପତି ଅବିନାଶ ମହାପାତ୍ର ସାକ୍ଷାତ କରି ଏହି ସହାୟତା ରାଶି ତଚେକ୍ ଆକାରରେ ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠି ଉଦ୍ଦେଶ୍ଯରେ ପ୍ରଦାନ କରିଛନ୍ତି |

%d bloggers like this: