ପୁରୀରେ ଦୁଇ ଧଳା ଜହର ବେପାରୀକୁ ଧରିଲା ପୋଲିସ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପୁରୀରେ ଦୁଇ ଧଳା ଜହର ବେପାରୀକୁ ଧରିଲା ପୋଲିସ !

Police arrest two white poachers in Puri
Spread the love
ADVERTISEMENT
ADVERTISEMENT

ପୁରୀରେ ଦୁଇ ଧଳା ଜହର ବେପାରୀକୁ ଧରିଲା ପୋଲିସ !

ପୁରୀ : 27/12/2021(ବ୍ୟୁରୋ): ଧଳା ଜହର ବେପାରୀ କୁ ଧରିଲା ପୋଲିସ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା ।

ADVERTISEMENT

ଏମାନଙ୍କ ଠାରୁ 100 ଗ୍ରାମ ବ୍ରାଉନ ସୁଗାର ଜବତ କରଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ମୋବାଇଲ ଓ 1,000 ଟଙ୍କା ଜବତ କରିଛି ।

ଏହି ଅଭିଯୁକ୍ତମାନେ ପୁରୀ ହୁଳୁହୁଳିଆ ବ୍ରିଜ ନିକଟରେ ବ୍ରାଉନ ସୁଗର ବିକ୍ରି କରୁଥିବା ବେଳେ ଏସିଟିଏଫ୍ ଓ ତାଳବଣିଆ ଥାନା ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି

ସୁଚନା ଅନୁସାରେ ଏହାର ଗୋଟିଏ ଦିନ ପୂର୍ବରୁ ନିମାପଡା ପୋଲିସ ଏକ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରିଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: