ଆରମ୍ଭ ହେଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆରମ୍ଭ ହେଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Spread the love
ADVERTISEMENT
ADVERTISEMENT

ଆରମ୍ଭ ହେଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼ :- ( ନୟାଗଡ଼ ରୁ ନିଉଜ୍ ହେଡ୍ ରତ୍ନାକର ହୋତାକଂ ରିପୋର୍ଟ ): ନୟାଗଡ଼ ବନାଞ୍ଚଳ ଖେଡ଼ପଡ଼ା ସେସ୍କନ ପକ୍ଷରୁ ଆଜି ବାଲୁଗାଁ ଶରଧାପୁର ରାସ୍ତାରେ ବନମହୋତ୍ସବ ପାଳନ କରାଯିବା ସହ ପଥପ୍ରାନ୍ତ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ରାସ୍ତାରେ ଏକ ହଜାର ବୃକ୍ଷରୋପଣ କରାଯିବାକୁ ସ୍ଥିର ହୋଇଛି । ବନାଞ୍ଚଳ ଅଧିକାରୀ ଶୁଶାନ୍ତ କୁମାର ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର, ବାଲୁଗାଁ ସରପଞ୍ଚ ଅହଲ୍ୟା ଦଳବେହେରା, ଶରଧାପୁର ସରପଞ୍ଚ କୁମୁଦ ଭୁଜବଳ, ଜିଲ୍ଲା ପରିଷଦ ସଭ୍ୟ କଳ୍ପନା ଦଳବେହେରାଙ୍କ ସମେତ ଭିଏସଏସ ସଭ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: