ଆରମ୍ଭ ହେଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୟାଗଡ଼ :- ( ନୟାଗଡ଼ ରୁ ନିଉଜ୍ ହେଡ୍ ରତ୍ନାକର ହୋତାକଂ ରିପୋର୍ଟ ): ନୟାଗଡ଼ ବନାଞ୍ଚଳ ଖେଡ଼ପଡ଼ା ସେସ୍କନ ପକ୍ଷରୁ ଆଜି ବାଲୁଗାଁ ଶରଧାପୁର ରାସ୍ତାରେ ବନମହୋତ୍ସବ ପାଳନ କରାଯିବା ସହ ପଥପ୍ରାନ୍ତ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ରାସ୍ତାରେ ଏକ ହଜାର ବୃକ୍ଷରୋପଣ କରାଯିବାକୁ ସ୍ଥିର ହୋଇଛି । ବନାଞ୍ଚଳ ଅଧିକାରୀ ଶୁଶାନ୍ତ କୁମାର ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର, ବାଲୁଗାଁ ସରପଞ୍ଚ ଅହଲ୍ୟା ଦଳବେହେରା, ଶରଧାପୁର ସରପଞ୍ଚ କୁମୁଦ ଭୁଜବଳ, ଜିଲ୍ଲା ପରିଷଦ ସଭ୍ୟ କଳ୍ପନା ଦଳବେହେରାଙ୍କ ସମେତ ଭିଏସଏସ ସଭ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
More Stories
ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା 2023: ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହେଲା ଯଜ୍ଞରକ୍ଷା ଓ ଶିବଧନୁ ଭଗ୍ନ |
ବାଣୀଗୋଛା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା 2023: ୧୭ ଦିନ ପାଇଁ ଆରମ୍ଭହେଲା ଝାମୂଯାତ୍ରା |
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ଆଶ୍ରମରେ ଚଳିତ ବର୍ଷର ରାମ ନବମୀ ଉତ୍ସବ |