ଜୁଲାଇ 16 ତାରିଖରୁ ଓଡ଼ିଶାରେ ଆଂଶିକ ଲକଡାଉନ୍ : ଜାଣନ୍ତୁ କଣ ଖୋଲିବ ଏବଂ କଣ ବନ୍ଦ ରହିବ… - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଜୁଲାଇ 16 ତାରିଖରୁ ଓଡ଼ିଶାରେ ଆଂଶିକ ଲକଡାଉନ୍ : ଜାଣନ୍ତୁ କଣ ଖୋଲିବ ଏବଂ କଣ ବନ୍ଦ ରହିବ…

Spread the love
ADVERTISEMENT
ADVERTISEMENT

ଜୁଲାଇ 16 ତାରିଖରୁ ଓଡ଼ିଶାରେ ଆଂଶିକ ଲକଡାଉନ୍ : ଜାଣନ୍ତୁ କଣ ଖୋଲିବ ଏବଂ କଣ ବନ୍ଦ ରହିବ…

ADVERTISEMENT

ଭୁବନେଶ୍ୱର : 15/07/2021(ବ୍ୟୁରୋ): ରାଜ୍ୟ ସରକାର 16 ଜୁଲାଇ ସକାଳ 6ଟାରୁ 01 ଅଗଷ୍ଟ, 2021 ସକାଳ 6ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣ ହାର କମ୍ ଥିବା 20ଟି ଜିଲ୍ଲାକୁ କ୍ୟାଟେଗୋରି “ଏ” ତଥା ଅଧିକ ସଂକ୍ରମଣ ହାର ଥିବା ଉପକୂଳବର୍ତ୍ତୀ 10ଟି ଜିଲ୍ଲାକୁ କ୍ୟାଟେଗୋରି “ବି” ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ବସ୍ ଚଳାଚଳ କରିବ। ବସ୍‌ରେ ଯେପିକି ସିଟ୍ ଅଛି ସେହି ଅନୁସାରେ ଯାତ୍ରୀଙ୍କୁ ଅନୁମତି ମିଳିବ। ଛିଡା ହୋଇ କେହି ଯାତ୍ରା କରିପାରିବେ ନାହିଁ। ତେବେ ଇଣ୍ଟରଷ୍ଟେଟ୍ ବସ୍ ଚଳାଚଳକୁ ଅନୁମତି ମିଳିବ ନାହିଁ। ସେହିପରି ରଥଯାତ୍ରା କଟକଣା ଦୃଷ୍ଟିରୁ ପୁରୀରେ 25 ଜୁଲାଇ ପରେ ବସ୍ ଚଳାଚଳ କରିବ। କ୍ୟାଟେଗୋରି “ବି” ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା 5ଟାରୁ ସୋମବାର ସକାଳ 6ଟା ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିବ। ଲକ୍‌ଡାଉନ୍‌ ତଥା ସଟ୍‌ଡାଉନ୍ ସମୟରେ ସ୍ବାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। କୋଭିଡ୍ ଟେଷ୍ଟିଂ ଏବଂ ଟୀକାକରଣ ପାଇଁ କୌଣସି କଟକଣା ରହିବ ନାହିଁ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: