ଚାଟଶାଳୀରେ ଆଉ ଶୁଭିବନି ପଦ୍ମଶ୍ରୀ ନନ୍ଦସାର୍ ଙ୍କ ସ୍ୱର …. - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଚାଟଶାଳୀରେ ଆଉ ଶୁଭିବନି ପଦ୍ମଶ୍ରୀ ନନ୍ଦସାର୍ ଙ୍କ ସ୍ୱର ….

Padma Shri Nandasar's voice is no longer heard in Chatshali ....
Spread the love
ADVERTISEMENT
ADVERTISEMENT

ଚାଟଶାଳୀରେ ଆଉ ଶୁଭିବନି ପଦ୍ମଶ୍ରୀ ନନ୍ଦସାର୍ ଙ୍କ ସ୍ୱର ….

ଭୁବନେଶ୍ୱର:07/12/2021(ବ୍ୟୁରୋ): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 104 ବର୍ଷ ବୟସ ହୋଇଥିଲା। ପରଲୋକ ନେଇ ନନ୍ଦ ସାର୍‌ଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି। ଆଜି ଦିନ 1ଟା 28 ରେ ନନ୍ଦ ସାର୍‌ଙ୍କ ପରଲୋକ ନେଇ ସମ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ। ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର୍। ନଭେମ୍ବର 9 ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ସେ ପଦ୍ମଶ୍ରୀ ଗ୍ରହଣ କରିଥିଲେ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: