ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ରବିବାର ସକାଳ ୬ଟା୪୫ ରୁ ୮ଟା ପର୍ଯ୍ୟନ୍ତ ଆଶ୍ରମର ସଦସ୍ୟ ଯୋଗାଚାର୍ଯ୍ଯ ସନାତନ ମହାକୁଡ କୋଲକାତାରୁ ଗୁଗୁଲ୍ ମିଟ୍ ମାଧ୍ୟମରେ କରୋନା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଯୋଗ ଓ ପ୍ରାଣାୟାମ ପ୍ରଦର୍ଶନ କରିବେ।ଏହା ଶ୍ରୀ ରାମକୃଷ୍ଣ ସେବାଶ୍ରମ ଟିକାତାଳ, ଖୋର୍ଦ୍ଧା ଦ୍ୱାରା ଆୟୋଜିତ ହୋଇଛି |
କାଲି ସକାଳ 6.45 AMରେ ଏହି ଲିଙ୍କ୍ https://meet.google.com/abq-xmws-buy ଖୋଲି ଯୋଗ ଦିଅନ୍ତୁ ।
ସମସ୍ତ ସଦସ୍ୟ/ଭକ୍ତମାନେ ଏହାର ସୁଯୋଗ ନେବାକୁ ବିନମ୍ର ଅନୁରୋଧ।
More Stories
ପୁରୁଷମାନଙ୍କର ଏହି 5ଟି ଖରାପ ଅଭ୍ୟାସ ଯୋଗୁଁ ଶୁକ୍ରାଣୁ ହ୍ରାସ ପାଉଛି!
ଘରୁ କିପରି ରୋଜଗାର କରିବେ ? ଆମେ ଆଣିଛୁ ଆପଣମାନଙ୍କ ପାଇଁ 8 ଟି ରୋଜଗାର ଆଇଡିଆ |
ଇଣ୍ଟରନେଟ୍ କାଫେରୁ ଆଧାର କାର୍ଡ ଡକ୍ୟୁମେଣ୍ଟକୁ ଡାଉନଲୋଡ୍ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ !