ହାଇୱା ଧକାରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ !
କେନ୍ଦ୍ରାପଡ଼ା : 06/06/2022(ରିପୋର୍ଟ : ପ୍ରକାଶ କୁମାର ମଲ୍ଲିକ ): ଡେରାବିଶ ବ୍ଲକ ବସପୁର ସଦର ଥାନା ଅନ୍ତର୍ଗତ ଝିଙ୍କଡି ଛକରେ ଦୃଘଟଣା ନବନ ଶ୍ରେଣୀ ଝିଅଙ୍କ ମୃତୁ !
ସୂଚନା ଅନୁସାରେ ମୃତକ ନାବାଳିକା ଟିଉସନରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ହାଇବା ଧକା ଦେଇଥିଲା | ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା | ସ୍ଥାନୀୟ ଲୋକମାନେ ହାଇୱାକୁ ଅଟକ ରଖିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି |
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?