ଅବସର ନେଲେ ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ |
ନୟାଗଡ : 31/07/2021(ବ୍ୟୁରୋ): ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଆଜି ତା.31/07/2021ରେ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ନାୟକଙ୍କୁ ବିଭାଗୀୟ କର୍ମଚାରୀମାନେ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି |
ପ୍ରକାଶ ଅଛିକି ଶ୍ରୀଯୁକ୍ତ ନାୟକ ଜଣେ ଉଦାର ଏବଂ କର୍ମଠ କାର୍ଯ୍ୟକର୍ତ୍ତା ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ ପ୍ରତିପାଦନ କରିଛନ୍ତି | ଉତ୍ତମ ସ୍ୱଭାବର ବ୍ୟକ୍ତି ଭାବେ ସେ ପରିଚିତ ଥିଲେ |
ପ୍ରଭୁ ଜଗନ୍ନାଥ ତାଙ୍କର ଅବଶିଷ୍ଟ ସାଂସାରିକ ଜୀବନରେ ଶାନ୍ତି ଏବଂ ହସଖୁସି ଭରିଦିଅନ୍ତୁ…. NKNEWS ODISHA (ନୟାଗଡ ଖବର ) ପରିବାର ତରଫରୁ ଏତିକି କାମନା….
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |