ବର୍ଷିଆନ ସଂଗୀତକାର ତଥା ସ୍ୱର ସଂଯୋଜକ ସୁଲେଖକ ଗୁରୁ ଶ୍ରୀ ସୋମନାଥ ରାଜଗୁରୁଙ୍କ ଆରୋଗ୍ୟ କାମନା ପାଇଁ “ମୋ ବେଗୁନିଆ” ତରଫରୁ ଦୀପ ଦାନ |
ବେଗୁନିଆ : 20/10/2021(ରିପୋର୍ଟ : ପ୍ରମୋଦ କୁମାର ତ୍ରିପାଠୀ): ବର୍ଷୀୟାନ ସଂଗୀତକାର ତଥା ସ୍ୱର ସଂଯୋଜକ, ସୁଲେଖକ ଶ୍ରୀ ସୋମନାଥ ରାଜଗୁରୁ ଏବେ ଭୂବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ଭେଣ୍ଟିଲେଟରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।
ଏହି ପରିପ୍ରେକ୍ଷୀରେ ସେଭଳି ବିରଳ ବ୍ୟକ୍ତିତ୍ବ ଙ୍କ ଆସୁ ଆରୋଗ୍ୟ କାମନା ନିମନ୍ତେ ଆଜି ମୋ ବେଗୁନିଆ ତରଫରୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ମନ୍ଦିର , ମା ପାର୍ବତୀ ଙ୍କ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି।ଏହି ଦୀପଦାନ କାର୍ଯ୍ୟ କ୍ରମରେ ଅଧ୍ୟକ୍ଷ ପ୍ରମୋଦ ତ୍ରିପାଠୀ,ଇଞିନିୟର ରାମ ମାନସ ପଣ୍ଡା, ବିଶ୍ୱରଂଜନ ମିଶ୍ର ଓ ସମସ୍ତ ବ୍ୟବସ୍ଥାପକ ବୃନ୍ଦ ଉପସ୍ଥିତ ଥିଲେ।
ଆହୁରି ମଧ୍ୟ ପଢନ୍ତୁ :
ବର୍ଷୀୟାନ ସଂଗୀତକାର ତଥା ସ୍ୱର ସଂଯୋଜକ, ସୁଲେଖକ ଶ୍ରୀ ସୋମନାଥ ରାଜଗୁରୁଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ |
ads
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …