ରାତି ଅଧରେ ବୋମା ମାଡ : ସ୍ଥାନୀୟ ପୋଲିସର ତଦନ୍ତ ଜାରି ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ରାତି ଅଧରେ ବୋମା ମାଡ : ସ୍ଥାନୀୟ ପୋଲିସର ତଦନ୍ତ ଜାରି !

Midnight bombing: Local police investigation continues!
Spread the love
ADVERTISEMENT
ADVERTISEMENT

ରାତି ଅଧରେ ବୋମା ମାଡ : ସ୍ଥାନୀୟ ପୋଲିସର ତଦନ୍ତ ଜାରି !

କଟକ : 27/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣ ପୁର ପଂଚାୟତ ପଟପରୀ ଗ୍ରାମରେ ଆଜି ଭୋର ସମୟରେ ବୋମା ମାଡ଼ ହୋଇଥିବା ଦେଖିବାକୁ ମିଳିଛି | ଏହି ବୋମାମାଡ଼ରେ ଅଶୋକ ସାମଲଙ୍କର ୱାଗନର କାରଟିର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଘରର ଟାଇଲ କାନ୍ଥ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି | ଅଶୋକ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁବୁର୍ତ୍ତମାନେ ଏଭଳି ଘଟଣା ଘାଟେଇଥିବାର ଆଶଙ୍କା କରାଯାଉଛି | ଏହି ବୋମା ମାଡର ଉଦେଶ୍ୟ ସ୍ପଷ୍ଟହୋଇ ନଥିବାବେଳେ ଘଟଣା ସ୍ଥଳରେ ସାଲେପୁର ପୋଲିସଟିମ ପହଁଚି ତଦନ୍ତ ଜାରି ରଖିଛି |

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: