ରାତି ଅଧରେ ବୋମା ମାଡ : ସ୍ଥାନୀୟ ପୋଲିସର ତଦନ୍ତ ଜାରି !
କଟକ : 27/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣ ପୁର ପଂଚାୟତ ପଟପରୀ ଗ୍ରାମରେ ଆଜି ଭୋର ସମୟରେ ବୋମା ମାଡ଼ ହୋଇଥିବା ଦେଖିବାକୁ ମିଳିଛି | ଏହି ବୋମାମାଡ଼ରେ ଅଶୋକ ସାମଲଙ୍କର ୱାଗନର କାରଟିର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଘରର ଟାଇଲ କାନ୍ଥ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି | ଅଶୋକ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁବୁର୍ତ୍ତମାନେ ଏଭଳି ଘଟଣା ଘାଟେଇଥିବାର ଆଶଙ୍କା କରାଯାଉଛି | ଏହି ବୋମା ମାଡର ଉଦେଶ୍ୟ ସ୍ପଷ୍ଟହୋଇ ନଥିବାବେଳେ ଘଟଣା ସ୍ଥଳରେ ସାଲେପୁର ପୋଲିସଟିମ ପହଁଚି ତଦନ୍ତ ଜାରି ରଖିଛି |
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!