ରଣପୁର : 07/08/2021(ରିପୋର୍ଟ : ରଞ୍ଜିତ କୁମାର ପ୍ରଧାନ): ମନ୍ଦାକିନୀସାହିତ୍ୟ ସଂସ୍କୃତି ସଂସଦ ରଣପୁରର ପ୍ରତିଷ୍ଠାତା ସଦସ୍ୟ , ରଣପୁର ବ୍ଲକ ର ପୁର୍ବତନ ଅଧ୍ୟକ୍ଷ , ଆଇନଜୀବି, ବରିଷ୍ଠ କବି ସ୍ୱର୍ଗତ ପୁର୍ଣ୍ଣଚନ୍ଦ୍ର ସାମନ୍ତରାୟ ଙ୍କ ର ସ୍ମୃତି ଚାରଣ ସଭା ।
ସ୍ଥାନୀୟ ବିଧାୟକ, ପୂର୍ବତନକେନ୍ଦ୍ରମନ୍ତ୍ରୀ ,ପୂର୍ବତନମନ୍ତ୍ରୀ , ସାଂସଦ , ଜିଲ୍ଲାପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ , ଆଇନଜୀବି, ବଣିକସଂଘ, ପ୍ରତି ପଞ୍ଚାୟତର ଜନପ୍ରତିନିଧି , ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ସଭାପତି, ସମ୍ପାଦକ, ଉପଦେଷ୍ଟା , କର୍ମକର୍ତ୍ତା, ତଥା
ଅନ୍ୟାନ୍ୟ ବିଜ୍ଞ,ମହାନ୍ ପ୍ରତିଭା ଧାରୀ,ତଥା ଶହ ଶହ ପୂର୍ଣ୍ଣଚନ୍ଦ୍ର ପ୍ରେମି ଜନତାଙ୍କ ସଦୟ ଉପସ୍ଥିତିରେ ସର୍ବଦଳୀୟ ସ୍ବର୍ଗତ ପୁର୍ଣ୍ଣ ବାବୁଙ୍କର ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଯାଇଛି ।ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମହାନ ବିପ୍ଲବୀ ପୁର୍ଣ୍ଣ ଚନ୍ଦ୍ର ସ୍ମୃତିସ୍ମରଣିକା ଉନ୍ମୋଚନ ହୋଇଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |