NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଲଭ, ସେକ୍ସ ଓ ଧୋକା ! ତଥାପି ସ୍ୱାମୀଙ୍କ ସହିତ ରହିବା ପାଇଁ ଆଶା ରଖିଛନ୍ତି ଯୁବତୀ |

Love, sex and cheating! Yet the young woman hopes to be with her husband
Spread the love
ADVERTISEMENT

ଲଭ, ସେକ୍ସ ଓ ଧୋକା ! ତଥାପି ସ୍ୱାମୀଙ୍କ ସହିତ ରହିବା ପାଇଁ ଆଶା ରଖିଛନ୍ତି ଯୁବତୀ |

କେନ୍ଦ୍ରାପଡ଼ା : 2003/2022(ରିପୋର୍ଟ : ପ୍ରକାଶ କୁମାର ମଲ୍କିକ ): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଟକୁରା ଗ୍ରାମର ଜ୍ଞାନ ରଂଜନ ସାହୁ ନାମକ ଜଣେ ଯୁବକ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଂଚଳର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ । ପରେ 31.05.2017 ମସିହାରେ କୋର୍ଟ ମ୍ୟାରେଜ କରିଥିଲେ । ପ୍ରାୟ 3 ବର୍ଷରୁ ଉର୍ଦ୍ଧ ଭୁବନେଶ୍ବରରେ ସାଙ୍ଗ ହୋଇ ରହିବାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଏନେଇ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ପ୍ରେମିକର ଘର ଆଗରେ ଧାରଣାରେ ବସି ରହିଥିଲେ । ପ୍ରେମିକ ଏବଂ ତାଙ୍କର ପରିବାର ଲୋକ ଘରେ ତାଲା ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି । କୋର୍ଟ ମ୍ୟାରେଜ ପରେ ଯୁବକ ଜଣଙ୍କ ଯୁବତୀଙ୍କ ସହିତ ସାଙ୍ଗ ହୋଇ ରହୁଥିଲେ। ଏବଂ ଗର୍ଭବତୀ କରାଇ ଜୋରଜବରଦସ୍ତ ଗର୍ଭପାତ କରାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ । ଏସବୁ ପରେବି ଯୁବତୀ ଜଣଙ୍କ ତାଙ୍କ ସ୍ବାମିଙ୍କ ସହିତ ରହିବା ପାଇଁ ଆଶା ରଖିଛନ୍ତି ।

ADVERTISEMENT
ADVERTISEMENT
%d bloggers like this: