କୁରାଳ ସରକାରୀ ଉନ୍ନତ ଉ.ପ୍ରା. ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁରାଳ ସରକାରୀ ଉନ୍ନତ ଉ.ପ୍ରା. ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ!

Spread the love
ADVERTISEMENT
ADVERTISEMENT

କୁରାଳ ସରକାରୀ ଉନ୍ନତ ଉ.ପ୍ରା. ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ!

ଓଡଗାଁ : 07/07/2021(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ ): ଆଜି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉନ୍ନୀତ ଉ.ପ୍ରା.ବିଦ୍ୟାଳୟରେ ଏହାର ଇକୋକ୍ଲବ୍ ତରଫରୁ ୭୨ ତମ ବନମହୋତ୍ସବ ସପ୍ତାହର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ADVERTISEMENT

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁଙ୍କ ସମେତ ବନକର୍ମଚାରୀଗଣ ଏବଂ ସିଆରସିସି ସନ୍ତୋଷ କୁମାର ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଲୋଟସ୍,ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ସାହୁ,ଏନ୍.ରାଧାସ୍ୱ।ମୀ,ଜିତେନ କୁମାର ଡାକୁଆ,ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ ପଣ୍ଡା, ଝିଲିବାଳା ଦାସ,ସୁନିତା ସେଠୀ,ସୁଶାନ୍ତି ପଣ୍ଡା,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦିବାକର ପଣ୍ଡା ଆଦି ଯୋଗଦେଇ ବିଦ୍ୟାଳୟ ପରିସର,ମା’ପାଣିଷଣ୍ଢ ମନ୍ଦିର ପ୍ରାଙ୍ଗଣ ତଥା ପୋଖରୀହୁଡା ମାନଙ୍କରେ ଶାଗୁଆନ,ଆମ୍ବ,ନିମ୍ବ,ଅଶୋକ,ଜାମୁ,ସଜନା,ଅସନ,ତେଜପତ୍ର,ଡାଲଚିନି ଆଦି ବିଭିନ୍ନ କିସମର ୧୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଇକୋଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଓ ସୀମିତ ଇକୋକ୍ଲବ୍ ଛାତ୍ରମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: