NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଚାଷୀ ଙ୍କୁ ସଚେତନତା କରିବା ପାଇଁ ଗଡିଲା ସଚେତନତା ରଥ ।

Spread the love
ADVERTISEMENT

ଚାଷୀ ଙ୍କୁ ସଚେତନତା କରିବା ପାଇଁ ଗଡିଲା ସଚେତନତା ରଥ ।

ନୂଆଗାଁ : 24/07/2021(ରିପୋର୍ଟ :ନିରଞ୍ଜନ ସାହୁ): ଚାଷୀଙ୍କ ସହ ପ୍ରଶାସନ ଯୋଡ଼ି ହେବାପାଇଁ ତଥା ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ନିଜ ପଂଚାୟତରେ ଥିବା ସମବାୟ ସମିତିରେ ନାମ ପଂଜୀକରଣ ସହ ଧାନ ବିକ୍ରି କରିବା ପାଇଁ ଯୋଗାଯୋଗ କରନ୍ତୁ… | ଏହିଭଳି ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନତା କରିଥିଲେ ନୂଆଗାଁ କୃଷି ବିଭାଗ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ | ଏଥିରେ ଯୋଗାଣ ଅଧିକାରୀ ଶ୍ରୀ ହର୍ଷ ଓ ବିଡ଼ିଓ ପ୍ରମୋଦ କୁମାର ନାୟକ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।

ADVERTISEMENT
ADVERTISEMENT
%d bloggers like this: