ଚାଷୀ ଙ୍କୁ ସଚେତନତା କରିବା ପାଇଁ ଗଡିଲା ସଚେତନତା ରଥ ।
— Nayagarh khabar (@NayagarhK) July 24, 2021
ନୂଆଗାଁ : 24/07/2021(ରିପୋର୍ଟ :ନିରଞ୍ଜନ ସାହୁ): ଚାଷୀଙ୍କ ସହ ପ୍ରଶାସନ ଯୋଡ଼ି ହେବାପାଇଁ ତଥା ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ନିଜ ପଂଚାୟତରେ ଥିବା ସମବାୟ ସମିତିରେ ନାମ ପଂଜୀକରଣ ସହ ଧାନ ବିକ୍ରି କରିବା ପାଇଁ ଯୋଗାଯୋଗ କରନ୍ତୁ… | ଏହିଭଳି ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନତା କରିଥିଲେ ନୂଆଗାଁ କୃଷି ବିଭାଗ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ | ଏଥିରେ ଯୋଗାଣ ଅଧିକାରୀ ଶ୍ରୀ ହର୍ଷ ଓ ବିଡ଼ିଓ ପ୍ରମୋଦ କୁମାର ନାୟକ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |