ବିଧାୟକ ଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ଯୁବକ ସଂଘ ଘର ଉଦଘାଟନ ।
ନୂଆଗାଁ : 25/07/2021(ରିପୋର୍ଟ :ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢୀପି ପଂଚାୟତରେ ରଘୁନାଥ ଜୀଉ ଯୁବକ ସଙ୍ଘ ଗୃହ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଏବଂ ସାଂସଦଙ୍କ ପ୍ରତିନିଧୀ ବିଯୟ କୁମାର ସାସମଲ , ବ୍ଲକ ଉପାଧ୍ୟକ୍ଷା ପୂଷ୍ପାଜଳି ସାହୁ ବ୍ଲକ ବିଜେଡ଼ି ସଭାପତି ସନ୍ୟାସୀ ସାମଲ
ମମତା ନାୟକ ସମିତି ସଭ୍ୟ ସହ ଦୁର୍ଯ୍ୟୋଧନ ରାଉତ, ଭଗବାନ ସାହୁ , ବିଭୁତି ପ୍ରଧାନ , ଅମୂଲ୍ୟ ସାହୁ ଯୋଗ ଦେଇଥିଲେ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …