କୋମଣ୍ଡ ଗାଁ କଲ୍ୟାଣ ସମିତି ତରଫରୁ କୋମଣ୍ଡ ପଂଚାୟତରେ ବିଶ୍ବ ମହାମାରୀ କୋରନା ସଚେତନତା ରାଲି ଅନୁଷ୍ଠିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୋମଣ୍ଡ ଗାଁ କଲ୍ୟାଣ ସମିତି ତରଫରୁ କୋମଣ୍ଡ ପଂଚାୟତରେ ବିଶ୍ବ ମହାମାରୀ କୋରନା ସଚେତନତା ରାଲି ଅନୁଷ୍ଠିତ |

Spread the love
ADVERTISEMENT
ADVERTISEMENT
ADVERTISEMENT

କୋମଣ୍ଡ ଗାଁ କଲ୍ୟାଣ ସମିତି ତରଫରୁ କୋମଣ୍ଡ ପଂଚାୟତରେ ବିଶ୍ବ ମହାମାରୀ କୋରନା ସଚେତନତା ରାଲି ଅନୁଷ୍ଠିତ |

ଓଡଗାଁ : 25/07/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ): କୋମଣ୍ଡ ଗାଁ କଲ୍ୟାଣ ସମିତି ତରଫରୁ କୋମଣ୍ଡ ପଂଚାୟତରେ ବିଶ୍ବ ମହାମାରୀ କୋରନା ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଶାନ୍ତ ଦଳେଇ, ସମିତି ସଭ୍ୟ ନବକିଶୋର ସେନାପତି, ପଂଚାୟତ ଅଫିସର ତ୍ରିନାଥ ପରିଡା, ସ୍ବାସ୍ଥ୍ୟ କର୍ମୀ କଳ୍ପନା ସ୍ବାଇଁ, ଅଂଗନଓ୍ବାଡି କର୍ମୀ ବବିତା ରାଣୀ ମହାପାତ୍ର, ରଂଜୁରାଣୀ ସାହୁ, ମଂଜୁଲତା ଦାସ ଆଶା କର୍ମୀ ରେଣୁବାଳା ରଣା, କୁନି ପାତ୍ର, ଅଶାନ୍ତି ଦଳବେହେରା ,ସହାୟିକା କନକ ପ୍ରଧାନ, ସଜନି ସାହୁ, ବିଜୟଲକ୍ଷ୍ମୀ ଦୋରା ଏବଂ ଜନସାଧାରଣ ସାମିଲ ହୋଇଥିଲେ
ଗାଁରେ ଲୋକମାନଙ୍କୁ ସଚେତନତା କରେଇବା ସହିତ ମାସ୍କ,ସାବୁନ ଓ ସାନିଟାରୀ ବଣ୍ଟନ କରିଥିଲେ କାର୍ଯ୍ୟକ୍ରମ ର ପରିଚାଳନା ଗାଁ କଲ୍ୟାଣ ସମିତିର ଆବାହିକା ସଂଜୁଲତା ଦାସ କରିଥିଲେ

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: