ଆବାସ ଯୋଜନା ଆସିବା ଜାଣି ଦଲାଲ୍ ସକ୍ରୀୟ : 8ଟି ଗ୍ରାମର ହିତାଧିକାରୀଙ୍କ ତାଲିକାରେ ନାହିଁ ନାମ
ନୂଆଗାଁ : 22/07/2021(ରିପୋର୍ଟ : ନିରଞ୍ଜନ ସାହୁ ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଗରିବ ଅସହାୟ ପରିବାର ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକଙ୍କ ପାଇଁ ପକ୍କାଘର ଯୋଗାଇ ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥୀବା ବେଳେ ଡାକ ବାଜୀ ଜନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ ଲାଂଚ କାହାରିକୁ ଦେବେନାହି ଯଦି କୌଣସି ବେକ୍ତି ଲାଂଚ ମାଗନ୍ତି ବିଡ଼ିଓ ଙ୍କୁ ଯୋଗାଯୋଗ କରିବା ପାଇଁ ଲୋକଙ୍କୁ ସଚେତନତା କରିଥିଲେ କିନ୍ତୁ ତଦନ୍ତ କରିବା ପାଇଁ ନିୟୋଜିତ ହୋଇଥୀବା ଅଫିସର ଆସୁନଥିବା
ଅଭିଯୋଗ ହୋଇଛି ଫଳରେ ସ୍ଥାନୀୟ ପଂଚାୟତ ଅଧିକାରୀ ଓ ଜିରସ ଦ୍ୱାରା ଚିହ୍ନଟ ପ୍ରକ୍ରିୟା ଚାଲୁଥିବା ଦେଖିବାକୁ ମିଳୁଛି । ନୂଆଗାଁ ବ୍ଳକ ର ଏହି ଭଳି ଲୋକଦେଖାଣିଆ
ତଦନ୍ତ କୁ ନେଇ ଗାଁ ଗହଳି ରେ ବହୁ ଦଲାଲ୍ ସକ୍ରୀୟ ହେବା ସ୍ବଭାବିକ ଏହି ଭଳି ଅଭିଯୋଗ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରୁ ଗ୍ରାମପଂଚାୟତରେ 11ଟି ୱାର୍ଡରୁ 3 ଟି ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଆସିଥିବାବେଳେ 8ଟି ୱାର୍ଡରୁ କାହାରି ନାମ ନଥିବାରୁ ପଂଚାୟତ ଗ୍ରାମବାସୀ ବିଡ଼ିଓଙ୍କୁ
— Nayagarh khabar (@NayagarhK) July 22, 2021
ଅଭିଯୋଗ କରିଛନ୍ତି | pic.twitter.com/lPggpdU1WG
ବହୁପଚାୟତରୁ ଆସିଛି । ଏମିତିକା ଅଭିଯୋଗ ଆଣିଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟ ପୁରୁ ପଂଚାୟତରେ (୧୧)ଗୋଟି ଓ୍ୟଡରୁ (୩)ଟି ଓ୍ୟଡର ପ୍ରଧାନମନ୍ତ୍ରୀ ଆବାସ ଲିଷ୍ଟ ଆସିଥିବା ବେଳେ (୮) ଓ୍ୟଡର ରେ କାହାରି ଲିଷ୍ଟ ଆସିନଥିବା ରୁ ପଂଚାୟତ ଆଗରେ ହୋହାଲ୍ଲା ହେବା ସହ ବିଡ଼ିଓ ଙ୍କୁ
ଅଭିଯୋଗ କରିଛନ୍ତି ଗ୍ରାମ ବାସି ଏହି ବିଷୟରେ ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିଥୀଲୁ କିନ୍ତୁ ସମ୍ବବ ହୋଇପାରୁନାହିଁ
ଖାଲି ଦେଖୀବାକୁ ବାକି ରହିଲା ଦିର୍ଘ ପାଞ୍ଚବର୍ଷ ତଳର ଘର ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇନଥିବା ବେଳେ ବର୍ତମାନ ର ଘର କେବେ ସମ୍ପୁର୍ଣ ହୋଉଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …