ମୋ ଲେଖା ମୋ ଦୁନିଆ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କବି ଭବାନୀ ଶଙ୍କର ନିଆଲ
କଳାହାଣ୍ଡି : 14/07/2021(ରିପୋର୍ଟ :ସନାତନ ମହାକୁଡ଼): ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ପାବନ ଅବସରରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ କଳାହାଣ୍ଡି, ଓଡିଶା ତରଫରୁ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର ଆନ୍ତର୍ଜାତିକ ଖ୍ୟାତନାମା କବି ତଥା ମହୁରୀ ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ ଏବଂ ୱାର୍ଲଡ଼ ନେସନ ରାଇଟର ୟୁନିଅନ କାଜଖାସ୍ଥାନର ସଦସ୍ୟ ଶ୍ରୀଯୁକ୍ତ ଭବାନୀ ଶଙ୍କର ନିଆଲ ଯୋଗଦେଇଥିଲେ l
ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ଵାଳ , ମୁଖ୍ୟ ଉପଦେଷ୍ଟା ଭାରତୀ ରଥ,ସଭାପତି ଖୁସିରାମ ସାହୁ,ସମ୍ପାଦକ ଦୁର୍ଗାଶଙ୍କର ଦେ ଏବଂ ଅନୁଷ୍ଠାନର ବୁଦ୍ଧିଜୀବୀ ମାନେ ଶ୍ରୀଯୁକ୍ତ ନିଆଲଙ୍କୁ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ କବିତା ଆସରରେ ଶତାଧିକ କବି ଏବଂ କବୟିତ୍ରୀ ଅଂଶଗ୍ରହଣ କରି ଶୀର୍ଷକ ଶ୍ରୀ ଜଗନ୍ନାଥ ଉପରେ ନିଜର ସ୍ଵ ରଚିତ କବିତା ପାଠ କରିଥିଲେ ।
ସେମାନେ ହେଲେ କୁସୁମ କୁମାରୀ ପଣ୍ଡା, ଗଞ୍ଜାମ .ପ୍ରବୀଣ କୁମାର ଖାଡ଼ଙ୍ଗା, ଗଞ୍ଜାମ .ରଞ୍ଜନ କୁମାର ମହାନ୍ତି, ବାଲେଶ୍ୱର .ଅନସୂୟା ମଲ୍ଲିକ, ଯାଜପୁର .ସୁବାସ ଚନ୍ଦ୍ର ସାହୁ, ରାୟଗଡା.କଳ୍ପନା ରାଉତ, କଟକ .ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ.ପ୍ରମୋଦିନୀ ପରିଚ୍ଛା, ବାଲେଶ୍ୱର.ଜୟନ୍ତ କୁମାର ମହାନ୍ତି, ଭଦ୍ରକ.ନୀହାରିକ ପଣ୍ଡା, ନୟାଗଡ.କୃତିବାସ ହେର୍ଣ୍ଣା, ବଲାଙ୍ଗୀର.ସଞ୍ଜୟ କୁମାର ସାହୁ, କେନ୍ଦୁଝର.ଦିଲ୍ଲୀପ କୁମାର ନନ୍ଦୀ, ଯାଜପୁର.ପ୍ରିୟମ୍ବଦା ସାମଲ, ଗଜପତି.ସୁଶାନ୍ତ ରଣା, କଳାହାଣ୍ଡି .ରାମ ଚନ୍ଦ୍ର ପ୍ରଧାନ, ଗଞ୍ଜାମ .ଦୀପକ କୁମାର ପଣ୍ଡା, ରାୟଗଡା.ଲଲାଟ କେଶରୀ ବଳସାମନ୍ତ, ଯାଜପୁର.ବର୍ଷାରାଣୀ ବଳ,
ଯାଜପୁର.ପ୍ରକାଶ ଚନ୍ଦ୍ର ବରିହା, ବରଗଡ଼.ଜ୍ୟୋସ୍ନା ରାଣୀ ଦାସ, ପୁରୀ.ହିମାଞ୍ଚଳ ସାହୁ, କଳାହାଣ୍ଡି.ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର .ବସନ୍ତ ଭୋଇ, ନୂଆପଡା.ରାଜଲଷ୍ମୀ ବାରିକ, କଟକ.ପିଙ୍କୁ ରଣବିଡା, ସମ୍ବଲପୁର.ସରୋଜ କୁମାର ଓଝା, ଭଦ୍ରକ .ଗୋବିନ୍ଦ ବେହେରା, କେନ୍ଦ୍ରାପଡ଼ା.ପ୍ରତାପ ଚନ୍ଦ୍ର ମିଶ୍ର, ଗଞ୍ଜାମ.ଅରୁନ୍ଧତୀ ଲେଙ୍କା, ଢେଙ୍କାନାଳ.ଜଗଦୀଶ ଶତପଥୀ, ଯାଜପୁର.ଅଶୋକ କୁମାର ନାୟକ, ନୟାଗଡ.ଅନନ୍ତ ପଟେଲ, କଳାହାଣ୍ଡି .ଚିତ୍ତରଞ୍ଜନ ପୃଷ୍ଟି, ପୁରୀ.କୈଳାଶ ବେହେରା, ଭଦ୍ରକ.ବିଳାସ ବେହେରା.ଗୌରଚନ୍ଦ୍ର ଗହୀର, କଳାହାଣ୍ଡି.ପପୁ ପରିଡ଼ା, ଗଞ୍ଜାମ.ଆଶୁତୋଷ ରାଉତ, ନୟାଗଡ.ନିରଞ୍ଜନ ମହାରଣା, ମାଲକାନଗିରି.ପ୍ରତ୍ୟୁଷ ରଞ୍ଜନ ଦାଶ, ଗଞ୍ଜାମ.ସୁରଥ ପାଇକ, ଗଜପତି.ଶଙ୍କର ପ୍ରସାଦ ରଣା, ବଲାଙ୍ଗୀର.ମମତା ରାଣୀ ଶତପଥୀ, ଗଞ୍ଜାମ.ପ୍ରତିମା ବାରିକ, ବରଗଡ଼.ନିତ୍ୟାନନ୍ଦ ସିଂହ, କଳାହାଣ୍ଡି.ମନୋଜ କୁମାର ଶତପଥୀ, ଯାଜପୁର.ଚିତ୍ତରଞ୍ଜନ ଦାସ, ଗଞ୍ଜାମ.ବେଦବ୍ୟାସ ମେହେର, ବରଗଡ଼.ରାକେଶ ନାଏକ, ଦେବଗଡ଼.ପ୍ରଶାନ୍ତ କୁମାର ନାଥ, କେନ୍ଦ୍ରାପଡ଼ା.ଗୀତା ରୋହିଦାସ, ଝାରସୁଗୁଡା.ଜିତେନ୍ଦ୍ର କୁମାର ପାତ୍ର, କେନ୍ଦୁଝର.ରାଜେଶ କୁମାର ବାରିକ,
ବାଲେଶ୍ୱର.ଗୌରୀ ବେହେରା, ଗଜପତି.ସ୍ବର୍ଣ୍ଣରେଖା ପଣ୍ଡା, ନୂଆପଡା.ଜଗମୋହନ ପ୍ରଧାନ, ଯାଜପୁର.ନିଶୀଥ ଚକ୍ରବର୍ତ୍ତୀ, କେନ୍ଦ୍ରାପଡ଼ା.ଅମୁଲ୍ୟ କୁମାର ଦାଶ, ଗଞ୍ଜାମ.ସମ୍ବିତ ଦାଶ, ଜଗତସିଂହପୁର.ଶିବ ପ୍ରସାଦ ହାତୀ, ବରଗଡ଼.ସନାତନ ମହାକୁଡ଼, ନୟାଗଡ.ଭାଗିରଥି ସାଗର, କଳାହାଣ୍ଡି.ପ୍ରିୟରଞ୍ଜନ ସାହୁ, ଭୁବନେଶ୍ୱର.ବିଜୟ କୁମାର ସ୍ୱାଇଁ, କଟକ.ଚନ୍ଦନ ସୋନୀ, ବରଗଡ଼.ପ୍ରଶାନ୍ତ କୁମାର ଜେନା, ବାଲେଶ୍ୱର.ସହଦେବ ବେହେରା, କେନ୍ଦୁଝର.ଶାରଙ୍ଗ ଧର ସାହୁ, ଢେଙ୍କାନାଳ .ରତିନାରାୟଣ ରାଉତ, କେନ୍ଦୁଝର.ଭାବଗ୍ରାହୀ ତ୍ରିପାଠୀ, ମାଲକାନଗିରି.ରୁକଚନ୍ ମାଝୀ, କଳାହାଣ୍ଡି.ଅନ୍ତର୍ଯ୍ୟାମୀ ସାହୁ, କଳାହାଣ୍ଡି.ପ୍ରିୟଦର୍ଶିନୀ ମିଶ୍ର, କଳାହାଣ୍ଡି.ସୁରେନ୍ଦ୍ର କୁମାର ବେହେରା, ଯାଜପୁର.କୁମୁଦ ବନ୍ଧୁ ନାଏକ, ସୁନ୍ଦରଗଡ଼.ନିର୍ମଳ ବାରିକ, କେନ୍ଦୁଝର.ଶିବରାମ ସାହୁ, କଳାହାଣ୍ଡି.ସାଗର କୁମାର ପରିଡ଼ା, କଟକ.ମନୋଜ କୁମାର ଦାସ କେନ୍ଦ୍ରାପଡ଼ା,.ପ୍ରମିଳା ପାଣି, ଗଞ୍ଜାମ l ଶେଷରେ ସଭାପତି ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l
More Stories
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ 131ତମ ଜୟନ୍ତୀ ପାଳନ |