NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଶାଳ କାଠ ସହ ବୋଲର ପିକଅପ ଜବତ

Spread the love

ଶାଳ କାଠ ସହ ବୋଲର ପିକଅପ ଜବତ

କୋଟଗଡ଼ : (ରିପୋର୍ଟ :ସମୀର କାନ୍ତ ମିଶ୍ର): କୋଟଗଡ ବନାଞ୍ଚଳ କର୍ମଚାରୀ ଙ୍କ ହାତରେ ଲାଗିଲା 102ଖଣ୍ଡ ଶାଳ କାଠ ସହ ବୋଲେରୋ ପିକଅପ ଜବତ ବନପାଳ ଙ୍କ ସୂଚନାନୁଯାୟୀ ବିଳମ୍ବିତ ରାତ୍ରି ରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟ ରେ ଏକ ବୋଲେରୋ ପିକଅପ ତୁମୁଡିବନ୍ଧ ଆଡୁ କୋଟଗଡ ପଟକୁ ଜୋରରେ ଆସୁଥିଲା ତାକୁ ସନ୍ଦେହଜନକ ଆବାସ୍ଥା ରେ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା,ବନପାଳ -ପ୍ରଭାତ କୁମାର ଦୋରା,ଯୋଗେଶ୍ୱର ଧାରୁଆ, କିରଣଵାଳା ସ୍ୱାଇଁ ସମେତ ବନ କର୍ମଚାରୀ ମିଶି ପିଛା କରିଥିଲେ ଫଳରେ କାଠ ବୋଝେଇ ଗାଡିଟି କୋଟଗଡ ହରିପୁର ନିକଟରେ ଅଟକିବା ସହ ଗାଡିଚାଳକ ଚତୁରତାର ସହ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲା ଫଳରେ ଘଟଣା ସ୍ଥଲରୁ ଶାଳ size 102ଖଣ୍ଡ ସହ ଏକ ବୋଲେରୋ ପିକଅପ ସିଜ କରିଛି ବନ ବିଭାଗ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଆକଳନ କରାଯାଉଛି

%d bloggers like this: