ମହିଳା ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ : ନିଲମ୍ବନ ଦାବି ନେଇ ଏସପି ଅଫିସ ଘେରାଉ କଲେ କେନ୍ଦ୍ରାପଡ଼ା ସାମ୍ବାଦିକ ସଙ୍ଘ
ଯାହାର ଭିଡ଼ିଓ ଭାଇରଲ ହେବ ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସହିତ ମହିଳା କନେଷ୍ଟବଳ ଙ୍କ ନିଲମ୍ବନ ଦାବି କରିଥିଲେ |
— Nayagarh khabar (@NayagarhK) July 22, 2021
ପରେ ଏନେଇ ଜିଲ୍ଲାରେ 5ଜଣ ବିଧାୟକ ଜିଲ୍ଲାପାଳଙ୍କ ସହ ୧ ଜରୁରୀକାଳୀନ ବୈଠକ ଡାକିଥିଲେ ଅନ୍ୟପଟେ ସମ୍ପୃକ୍ତ କନେଷ୍ଟବଳ ଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତକ୍ରିୟାରେ କହିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ . ଅନ୍ୟପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ସମ୍ପୃକ୍ତ ମହିଳା କନେଷ୍ଟବଳକୁ ନିଲମ୍ବନ ଦାବି କରିଥିଲେ. ।
— Nayagarh khabar (@NayagarhK) July 22, 2021
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!