ପୁଣି ପୂର୍ବପରି ଚଳଚଞ୍ଚଳ ହେଲା କର୍ମବୀର ଗୌରୀଶଙ୍କର ପାର୍କ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପୁଣି ପୂର୍ବପରି ଚଳଚଞ୍ଚଳ ହେଲା କର୍ମବୀର ଗୌରୀଶଙ୍କର ପାର୍କ !

Karmabir Gaurish's park was reopened !
Spread the love
ADVERTISEMENT
ADVERTISEMENT
ADVERTISEMENT

ପୁଣି ପୂର୍ବପରି ଚଳଚଞ୍ଚଳ ହେଲା କର୍ମବୀର ଗୌରୀଶଙ୍କର ପାର୍କ !

Subscribe our youtube channel….

କଟକ : 02/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ ଅଧୀନରେ ନିର୍ମାଣ ହୋଇଥିବା କର୍ମବୀର ଗୌରୀଶଙ୍କର ରାଏ ପାର୍କ ଟି 7.2.2021ରିଖ ଦିନ ପଞ୍ଚୟତରାଜ ମନ୍ତ୍ରୀ ଶ୍ରୀ ପ୍ରତାପଜେନାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା | ପାର୍କ ଟି ବେଶ ଆକର୍ଷଣନୀୟ ହୋଇଥିବାରୁ ପ୍ରତ୍ୟେକ ଦିନ ଅନେକ ଲୋକମାନଙ୍କର ସମାଗମ ହେଉଥିଲା |

ADVERTISEMENT

ପରେ ପରେ କୋରନା ମହାମାରୀର ଦ୍ଵିତୀୟ ଲହରୀ ଯୋଗୁଁ ଏହି ପାର୍କଟି କିଛିଦିନ ପାଇଁ ବନ୍ଦ ହୋଇଥିଲା | ପୁନର୍ବାର କିଛି ମାସ ପରେ ପାର୍କ ଖୋଲିବାନିମନ୍ତେ ସରକାର ଅନୁମତି ମିଳିଥିଲା , ହେଲେ ପାର୍କର ରକ୍ଷାଣବେକ୍ଷଣରେ କିଛିଟା ତ୍ରୁଟି ଥିବାରୁ ସମସ୍ତ ପଞ୍ଚଯାତର ପାର୍କ ଖୋଲା ଯାଇଥିଲେ ମଧ୍ୟ ଅସୁରେଶ୍ୱରର ପଂଚାୟତରେ ଥିବା କର୍ମବୀର ଗୌରୀଶଙ୍କର ରାଏ ପାର୍କଟି ଖୋଲାଯାଇପାରିନଥିଲା |

ଏହାଦ୍ଵାରା ସ୍ଥାନୀୟ ଜନସାଧାରଣ , ଛାତ୍ରଛାତ୍ରୀ ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳିଥିଲା | ଏହିସବୁକୁ ଦୁଷ୍ଟିରେ ରଖି ସ୍ଥାନୀୟ ସରପଂଚ ମହେଶ୍ୱର ବାରିକ ନିଜର ତତ୍ପରତା ଦେଖାଇଥିଲେ | ଏବଂ ପାର୍କଟିକୁ ପୁନର୍ବାର ପୂର୍ବ ରୂପରେଖକୁ ଫେରେଇ ଆଣିଥିଲେ | ଏବେ ପାର୍କଟି ପୂର୍ବପରି ଚଳଚଞ୍ଚଳ କରିବାରେ ସଫଳ ହୋଇଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: