ବ୍ରହ୍ମପୁର ଇନ୍ ଡୋର ଷ୍ଟାଡିୟମ ବୁଲି ଦେଖିଲେ ମନ୍ତ୍ରୀ ଓ ବିଧାୟକ
ନୟାଗଡ :- ( ନିଉଜ୍ ହେଡ୍ କଂ ରିପୋର୍ଟ ) ମାନ୍ୟବର ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଓ ମାନ୍ୟବର ମନ୍ତ୍ରୀ ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କ୍ରୀଡା ବିଭାଗ, ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇଣ୍ଡୋର ଷ୍ଟାଡିଅମ ପରିସର ବୁଲିଦେଖିବା ସହ ବିଭିନ୍ନ ବିଭାଗର କ୍ରୀଡାବିତମାନଙ୍କ ସହ କ୍ରୀଡ଼ାର ବିକାଶ ଉପରେ ଆଲୋଚନା କରିଥିଲେ ।
ଆହୁରି ମଧ୍ୟ ପଢନ୍ତୁ :
କ୍ରୀଡାବିତ୍ ମାନଙ୍କୁ ସରକାରୀ ସୁବିଧା ସୁଯୋଗ ସଠିକ୍ ଭାବରେ ମିଳୁଛି କି ନାହିଁ ସେ କଥାମଧ୍ୟ ପଚାରି ବୁଝିଥିଲେ । ନୟାଗଡ଼ ଜିଲ୍ଲାରେ ହେବାକୁ ଥିବା ୫ ଗୋଟି ଇନଡୋର୍ ଷ୍ଟାଡିୟମ ର ଋପରେଖ କିପରିହେବ ସେ ବିଷୟରେ ଗ୍ୟାନ ଆହରଣ କରିବା , ଏହି ଗସ୍ତର ମୂଖ୍ୟ ଲକ୍ଷ ବୋଲି ଅନୁମାନ କରାଯାଉଛି ।
More Stories
ଭବାନୀପାଟଣା ଠାରେ କିସ୍ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଏଣିକି SHG ସଦସ୍ୟମାନେ ବିଦ୍ୟାଳୟକୁ ଯୋଗାଇବେ ସ୍କୁଲ ୟୁନିଫର୍ମ
ସଞ୍ଜୟ କୁମାର ସିଂ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମୁଖ୍ୟ ସଚିବ |