କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବ ସମାଜର ମହାସମାବେଶ !
କେନ୍ଦ୍ରାପଡ଼ା : 26/03/2023(ରିପୋର୍ଟ: ଅରବିନ୍ଦ ରାଉତ): ଶ୍ରୀ ସିଦ୍ଧ ବଳଦେବଜୀଉ ପୀଠ କେନ୍ଦ୍ରାପଡା ଠାରେ ଯାଦବ ମହାସଭାର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ସଭାରେ ବ୍ରିଗେଡ଼ିୟର ପ୍ରଦୀପ ଯଦୁ ଅହୀର ରେଜିମେଣ୍ଟ,
ମୁଖ୍ୟ ବକ୍ତା ମଧ୍ୟ୍ୟପ୍ରଦେଶ ସାଂସଦ ଡ଼କ୍ଟର କୃଷ୍ଣ ପାଲ ସିଂ ଯାଦବ ,
ଅଖିଳ ଭାରତ ଯାଦବ ମହାସଭାର ଉପ -ସଭାପତି ଶ୍ରୀମତୀ ମଞ୍ଜୁ ଯଦୁ ଏବଂ ପିତାମ୍ବର ଦାସ ଯୋଗଦାନ କରିଥିଲେ |

ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତ ଯାଦବ ମହାସଭାର ସଭାପତି ଡ଼ଃ ସପନ କୁମାର ଘୋଷ ଯୋଗ ଦେଇଥିଲେ | ଏଥିସହିତ ଝଡ଼ଖଣ୍ଡ ଯାଦବ ମହାସଭାର ସମ୍ପାଦିକା ଶ୍ରୀମତୀ ଅନିତା ଯାଦବ, ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ଦାସ ମଧ୍ୟ ଯୋଗ ଦେଇଥିଲେ |
ମହାସଭାକୁ ଉଦଘାଟନ କରିଥିଲେ ଉତ୍କଳ ଯାଦବ ମହାସଭାର ସଭାପତି ଆଶୀର୍ବାଦ ବେହେରା|

ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା, ସମ୍ପାଦକ, ଉତ୍କଳ ଯାଦବମହାସଭା ମହିଳା ଶାଖାର ସଭାନେତ୍ରୀ ଶ୍ରୀମତୀ ଗୀତାରାଣୀ ଦାସ ,କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା , ବିଜେପି OBC ସେଲର ରାଜ୍ୟ ସଭାପତି ସୁରତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଚୌଧୁରୀ ରମାକାନ୍ତ ଦାସ , କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା ମୁଖ୍ୟ ଉପଦେଷ୍ଟା ପ୍ରଫେସର ରଂଜିତ ଦାସ, ନିରଞ୍ଜନ ଦାସ , କାର୍ଯ୍ୟକାରୀ ସଭାପତି ମନୋଜ ପରିଡା, ଧୀରେନ୍ଦ୍ର କୁମାର ପୃଷ୍ଟି, ମହିଳା ଶାଖାର ସଭାନେତ୍ରୀ ଶ୍ରୀମତୀ ମିନତୀଦାସ, ମନୋଜ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ଉପ-ସଭାପତି ଚିତ୍ତ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ |
କାର୍ଯ୍ୟକାରୀ ସଭାପତି ବିଜୟୀ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ |
ଶେଷରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ବିଗ୍ରହ ଅର୍ପଣ କରାଯାଇଥିଲ| |

More Stories
ତିନିଟି ଶିଶୁପୁତ୍ର ଜନ୍ମ ଦେଇଛନ୍ତି ମହିଳା।
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
ଭାରତ ବିକାଶ ସେଣ୍ଟ୍ରାଲ ଏକାଡେମୀର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ