NK NEWS ODISHA

News agency Odisha

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 18/07/2021(ରବିବାର)

Spread the love

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 18/07/2021(ରବିବାର)

ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ

କର୍କଟ ଦି୩ନ, ଆଷାଢ଼ ଶୁକ୍କପକ୍ଷ ନବମୀ ,ଇଂରାଜୀ ସନ୍୨୦୨୧ ମସିହା ,ଜୁଲାଇ ତା୧୮ରିଖ ,ରବିବାର ।ଅଦ୍ୟ ଘୋଷଯାତ୍ରାର ସପ୍ତମ ଦିବସ ,ଆଡ଼ପ ମଣ୍ଡପେ ନବମୀ ସନ୍ଧ୍ୟା ଦର୍ଶନ ।

ନବମୀ ରାଘ୧୨/୩୨,
ସ୍ୱାତୀ ରାଘ୧୨/୧୧,
ତୁଳାଚନ୍ଦ୍ର ଅହୋରାତ୍ର,
ସାଧ୍ୟ ରାଘ୧/୫୮,
ବାଳବ ଦିଘ୧/୪୧ଗ,
କୈ।ଳବ ସଂଘ୧୨/୩୨

ଯାତ୍ରା : ଯୋଗିନୀ ପୂର୍ବେ ।ଅତଃ ପୂର୍ବେ ଓ
ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : ମେଷରାଶିର,
ଘାତଚନ୍ଦ୍ର : ନାସ୍ତି,
ଭକ୍ଷଣ ନିଷେଧ : ଲାଉ,
ରଜଶ୍ଚକ୍ରେ : ବିପୁତ୍ରା,
ପୁଷ୍କରଦୋଷ : ମୃତେ ପା୧ଦ, ରାଘ୧୨/
୧୧ମି ଗତେ ପା୨ଦ,
ଶୁଭକର୍ମ : ନାସ୍ତି,
ଶ୍ରାଦ୍ଧ : ନବମୀର ଏକୋଦିଷ୍ଟ ପାର୍ବଣ

ଅମୃତବେଳା : ପ୍ରାଘ୬/୧୧ଗ ଘ୯/୪୨ମ
ମାହେନ୍ଦ୍ରବେଳା : ପ୍ରାଘ୬/୧୧ମ,
ବାର ଓ କାଳବେଳା : ଦିଘ୧୦/୧୪ଗ
ଦିଘ୧/୩୧ମ,
କାଳରାତ୍ରି : ରାଘ୧/୧୫ଗ ଘ୨/୩୬ମ,

ଆଜିର ରାଶିଫଳ

ମେଷରାଶିର : ସହଯୋଗ ପ୍ରାପ୍ତ,
ବୃଷ : ଅର୍ଥ ଓ ବନ୍ଧୁ ଲାଭ,
ମିଥୁନ : କାର୍ଯ୍ୟେ ଉନ୍ନତି ଓ ନୂତନ
ଯୋଜନା,
କର୍କଟ : ଶାରୀରିକ ଓ ମାନସିକ ଚିନ୍ତା,
ସିଂହ : ଦ୍ରବ୍ୟଲାଭ,
କନ୍ୟା : ଅପବ୍ୟୟ ଓ ଅଶାନ୍ତି,
ତୁଳା : ଖୁସି ଓ ଭ୍ରମଣ ଯୋଗ,
ବିଛା : ସ୍ୱାସ୍ଥ୍ୟ ଅବନତି ଓ ଖର୍ଚ୍ଚାନ୍ତ,
ଧନୁ : ଆୟାଧିକ ଓ ବନ୍ଧୁ ମିଳନ,
ମକର : କର୍ମେ ଖୁସି ଓ ନୂତନ ଚିନ୍ତା ବୃଦ୍ଧି
କୁମ୍ଭ : ଦଣ୍ଡଭୟ ଓ ଅପ୍ରୀତି
ମୀନ : ଆଘାତ ଓ ଧନନାଶ
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)

ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ, କୁରାଳ

%d