ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 18/07/2021(ରବିବାର) - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 18/07/2021(ରବିବାର)

Spread the love
ADVERTISEMENT
ADVERTISEMENT

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 18/07/2021(ରବିବାର)

ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ

କର୍କଟ ଦି୩ନ, ଆଷାଢ଼ ଶୁକ୍କପକ୍ଷ ନବମୀ ,ଇଂରାଜୀ ସନ୍୨୦୨୧ ମସିହା ,ଜୁଲାଇ ତା୧୮ରିଖ ,ରବିବାର ।ଅଦ୍ୟ ଘୋଷଯାତ୍ରାର ସପ୍ତମ ଦିବସ ,ଆଡ଼ପ ମଣ୍ଡପେ ନବମୀ ସନ୍ଧ୍ୟା ଦର୍ଶନ ।

ADVERTISEMENT

ନବମୀ ରାଘ୧୨/୩୨,
ସ୍ୱାତୀ ରାଘ୧୨/୧୧,
ତୁଳାଚନ୍ଦ୍ର ଅହୋରାତ୍ର,
ସାଧ୍ୟ ରାଘ୧/୫୮,
ବାଳବ ଦିଘ୧/୪୧ଗ,
କୈ।ଳବ ସଂଘ୧୨/୩୨

ଯାତ୍ରା : ଯୋଗିନୀ ପୂର୍ବେ ।ଅତଃ ପୂର୍ବେ ଓ
ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : ମେଷରାଶିର,
ଘାତଚନ୍ଦ୍ର : ନାସ୍ତି,
ଭକ୍ଷଣ ନିଷେଧ : ଲାଉ,
ରଜଶ୍ଚକ୍ରେ : ବିପୁତ୍ରା,
ପୁଷ୍କରଦୋଷ : ମୃତେ ପା୧ଦ, ରାଘ୧୨/
୧୧ମି ଗତେ ପା୨ଦ,
ଶୁଭକର୍ମ : ନାସ୍ତି,
ଶ୍ରାଦ୍ଧ : ନବମୀର ଏକୋଦିଷ୍ଟ ପାର୍ବଣ

ଅମୃତବେଳା : ପ୍ରାଘ୬/୧୧ଗ ଘ୯/୪୨ମ
ମାହେନ୍ଦ୍ରବେଳା : ପ୍ରାଘ୬/୧୧ମ,
ବାର ଓ କାଳବେଳା : ଦିଘ୧୦/୧୪ଗ
ଦିଘ୧/୩୧ମ,
କାଳରାତ୍ରି : ରାଘ୧/୧୫ଗ ଘ୨/୩୬ମ,

ଆଜିର ରାଶିଫଳ

ମେଷରାଶିର : ସହଯୋଗ ପ୍ରାପ୍ତ,
ବୃଷ : ଅର୍ଥ ଓ ବନ୍ଧୁ ଲାଭ,
ମିଥୁନ : କାର୍ଯ୍ୟେ ଉନ୍ନତି ଓ ନୂତନ
ଯୋଜନା,
କର୍କଟ : ଶାରୀରିକ ଓ ମାନସିକ ଚିନ୍ତା,
ସିଂହ : ଦ୍ରବ୍ୟଲାଭ,
କନ୍ୟା : ଅପବ୍ୟୟ ଓ ଅଶାନ୍ତି,
ତୁଳା : ଖୁସି ଓ ଭ୍ରମଣ ଯୋଗ,
ବିଛା : ସ୍ୱାସ୍ଥ୍ୟ ଅବନତି ଓ ଖର୍ଚ୍ଚାନ୍ତ,
ଧନୁ : ଆୟାଧିକ ଓ ବନ୍ଧୁ ମିଳନ,
ମକର : କର୍ମେ ଖୁସି ଓ ନୂତନ ଚିନ୍ତା ବୃଦ୍ଧି
କୁମ୍ଭ : ଦଣ୍ଡଭୟ ଓ ଅପ୍ରୀତି
ମୀନ : ଆଘାତ ଓ ଧନନାଶ
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)

ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ, କୁରାଳ

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: