ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 21/07/2021 (ବୁଧବାର ) - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 21/07/2021 (ବୁଧବାର )

Spread the love
ADVERTISEMENT
ADVERTISEMENT

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 21/07/2021(ବୁଧବାର )

ଆଜିର ରାଶିଫଳ

କର୍କଟ ଦି୬ନ,ଆଷାଢ଼ ଶୁକ୍କପକ୍ଷ ଦ୍ୱାଦଶୀ ଯୁକ୍ତ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୨୧ ରିଖ ,ବୁଧବାର । ଅଦ୍ୟ ରଥ ଉପରେ ଶ୍ରୀ ଶ୍ରୀମହାପ୍ରଭୁଙ୍କ ବିଖ୍ୟାତ ସୁନାବେଶ ,ଗରୁଡ଼ ଶୟନ ,ଶିବପ୍ରଦୋଷ ବ୍ରତ ।

ADVERTISEMENT

ସୂର୍ଯ୍ୟୋଦୟ ପ୍ରାଘ୫/୧୯/୩୩ଗ, ସୂର୍ଯ୍ୟାସ୍ତ ସଂଘ୬/୨୦/୧ଗ ।

ଦ୍ୱାଦଶୀ ଦିଘ୪/୩୦,
ଜ୍ୟେଷ୍ଠା ସଂଘ୬/୩୩,
ବିଛାଚନ୍ଦ୍ର ସଂଘ୬/୩୩,
ବ୍ରହ୍ମା ଦିଘ୪/୧୪,
ବବ ପ୍ରାଘ୫/୫୬ଗ,
ବାଳବ ଦିଘ୪/୩୦ଗ,
କୈ।ଳବ ରାଘ୩/୩ |

ଯାତ୍ରା : ଯୋଗିନୀ ନୈଋତେ ,ଦିଘ୪/୩୦ ଗତେ ଦକ୍ଷିଣେ ।ଅତଃ ନୈରୁତେ ଓ ଦକ୍ଷିଣେ ଏବଂ ଘତେ ଦକ୍ଷିଣେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : କର୍କଟ ରାଶିର,
ଘାତଚନ୍ଦ୍ର : ନାସ୍ତି ,କିନ୍ତୁ ଦିଘ୬/୩୩ଗ
ତୁଳା ଓ କୁମ୍ଭ ରାଶିଦ୍ୱୟର ।
ରଜଶ୍ଚକ୍ରେ : ପୁତ୍ରିଣୀ
ଭକ୍ଷଣ ନିଷେଧ : ପୋଇ ,ଦିଘ୪/୩୦
ଗତେ ବାଇଗଣ ।
ଶୁଭକର୍ମ : ନାସ୍ତି
ପୁଷ୍କରଦୋଷ : ମୃତେ ଦିଘ୪/୩୦ମି
ମଧ୍ୟେ ପା୧ଦ
ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦିଷ୍ଟ ପାର୍ବଣ

ଅମୃତବେଳା : ଦିଘ୭/୫ଗ ଘ୮/୩୭ମ
ବାରବେଳା : ଦିଘ୧୧/୫୩ଗ ଦିଘ୧/୩୧
କାଳବେଳା : ଦିଘ୮/୩୭ଗ ଦିଘ୧୦/୧୫
ମାହେନ୍ଦ୍ରବେଳା : ଦିଘ୩/୪୯ଗ ଘ୪/୪୧
କାଳରାତ୍ରି : ରାଘ୨/୩୭ଗ ଗ୪/୫୯ମ

ମେଷରାଶିର : ଦୁର୍ଘଟଣା ଓ ଅସୁସ୍ଥ
ବୃଷ : ପ୍ରୀତିଲାଭ
ମିଥୁନ : ଧନ ଓ ଖବର ପ୍ରାପ୍ତ
କର୍କଟ : କାର୍ଯ୍ୟେ ଉନ୍ନତି
ସିଂହ : ଚକ୍ଷୁପୀଡା
କନ୍ୟା : ଦ୍ରବ୍ୟଲାଭ,
ତୁଳା : ଆୟହାନି
ବିଛା : ଧନ ଓ ବନ୍ଧୁ ଲାଭ
ଧନୁ : ସ୍ୱାସ୍ଥ୍ୟ ଖରାପ
ମକର : ସୁସମ୍ବାଦ ପ୍ରାପ୍ତ
କୁମ୍ଭ : କର୍ମେ ମନଯୋଗ
ମୀନ : ଦଣ୍ଡଭୟ ଓ ମନେ ଆଶଙ୍କା
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ । )

ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ, କୁରାଳ

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: