ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 20/07/2021(ମଙ୍ଗଳବାର) - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 20/07/2021(ମଙ୍ଗଳବାର)

Spread the love
ADVERTISEMENT
ADVERTISEMENT

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 20/07/2021(ମଙ୍ଗଳବାର)

କର୍କଟ ଦି୫ନ, ଆଷାଢ଼ ଶୁକ୍କପକ୍ଷ ଏକାଦଶୀ , ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୨୦ ରିଖ ,ମଙ୍ଗଳବାର। ଅଦ୍ୟ ଶ୍ରୀମହାପ୍ରଭୁଙ୍କ ବାହୁଡା ଯାତ୍ରା ,ପଦ୍ମା /ହରିଶୟନ ବଡ ଏକାଦଶୀ | ସୂର୍ଯ୍ୟୋଦୟ ପ୍ରାଘ୫/୧୯/୧୦, ସୂର୍ଯ୍ୟାସ୍ତ ସଂଘ୬/୨୬/୧୦ଗ ।

ADVERTISEMENT

ଏକାଦଶୀ ରାଘ୭/୨୧, ଅନୁରାଧା ରାଘ୮/୩୫, ବିଛାଚନ୍ଦ୍ର ଅହୋରାତ୍ର, ଶୁକ୍କ ରାଘ୭/୩୭, ବାଣିଜ୍ୟ ଦିଘ୮/୪୩ଗ, ବିଷ୍ଟି ରାଘ୭/୨୧ ।

ଯାତ୍ରା : ଯୋଗିନୀ ଆଗ୍ନେୟେ । ଅତଃ ରାଘ୭/୨୧ମ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : ମକରରାଶିର
ଘାତଚନ୍ଦ୍ର : ନାସ୍ତି
ରଜଶ୍ଚକ୍ରେ : କନ୍ୟା ପୁତ୍ରିଣୀ
ଭକ୍ଷଣ ନିଷେଧ : ଶିମ୍ବ
ପୁଷ୍କରଦୋଷ : ମୃତେ ପା୧ଦ, ରାଘ୭/ ୨୧ଗ ପା୨ଦ
ଶୁଭକର୍ମ : ନାସ୍ତି
ଶ୍ରାଦ୍ଧ : ଏକାଦଶୀର ଏକୋଦିଷ୍ଟ ପାର୍ବଣ
ଅମୃତବେଳା: ଦିଘ୯/୪୨ଗ ଘ୧୨/୧୯
ବାରବେଳା : ପ୍ରାଘ ୬/୫୮ଗ ଘ୮/୩୬ମ
କାଳବେଳା : ଦିଘ୧/୩୧ଗ ଘ୩/୯ମ
ମାହେନ୍ଦ୍ରବେଳା : ରାଘ୭/୫୩ଗ, ରାଘ୯/୨୦ମ
କାଳରାତ୍ରି : ରାଘ୭/୪୭ଗ, ରାଘ୯/୯ମ

ଆଜିର ରାଶିଫଳ

ମେଷରାଶିର : ଶରୀର ପୀଡା ଓ ଅସୁଖ
ବୃଷ : ସ୍ତ୍ରୀସହଯୋଗ ବୃଦ୍ଧି
ମିଥୁନ : ଧନ ଓ ସ୍ୱାସ୍ଥ୍ୟରେ ଉନ୍ନତି
କର୍କଟ : କାର୍ଯ୍ୟେ ସାମାନ୍ୟ ସୁଫଳ
ସିଂହ : ଚକ୍ଷୁପୀଡା
କନ୍ୟା : ଦ୍ରବ୍ୟଲାଭ
ତୁଳା : ଅପବାଦ ଓ ଖର୍ଚ୍ଚାନ୍ତ
ବିଛା : ଶ୍ରୀଚନ୍ଦ୍ର , ଧନ ଓ ବନ୍ଧୁ ଲାଭ
ଧନୁ : ସ୍ୱାସ୍ଥ୍ୟ ଓ ଧନହାନି
ମକର : ଅର୍ଥ ଓ ସୁସଂପର୍କ ବୃଦ୍ଧି
କୁମ୍ଭ : କର୍ମେ ଓ ଯାତ୍ରାରେ ଶୁଭ
ମୀନ : ଦଣ୍ଡଭୟ ଓ ହତାଶଭାବ
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)


ପଣ୍ଡିତ ମନୋଜ କୁମାର ନାୟକ , ଶିକ୍ଷକ, କୁରାଳ

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: