NK NEWS ODISHA

News agency Odisha

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 20/07/2021(ମଙ୍ଗଳବାର)

Spread the love

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 20/07/2021(ମଙ୍ଗଳବାର)

କର୍କଟ ଦି୫ନ, ଆଷାଢ଼ ଶୁକ୍କପକ୍ଷ ଏକାଦଶୀ , ଇଂରାଜୀ ସନ୍ ୨୦୨୧ ମସିହା ,ଜୁଲାଇ ତା୨୦ ରିଖ ,ମଙ୍ଗଳବାର। ଅଦ୍ୟ ଶ୍ରୀମହାପ୍ରଭୁଙ୍କ ବାହୁଡା ଯାତ୍ରା ,ପଦ୍ମା /ହରିଶୟନ ବଡ ଏକାଦଶୀ | ସୂର୍ଯ୍ୟୋଦୟ ପ୍ରାଘ୫/୧୯/୧୦, ସୂର୍ଯ୍ୟାସ୍ତ ସଂଘ୬/୨୬/୧୦ଗ ।

ଏକାଦଶୀ ରାଘ୭/୨୧, ଅନୁରାଧା ରାଘ୮/୩୫, ବିଛାଚନ୍ଦ୍ର ଅହୋରାତ୍ର, ଶୁକ୍କ ରାଘ୭/୩୭, ବାଣିଜ୍ୟ ଦିଘ୮/୪୩ଗ, ବିଷ୍ଟି ରାଘ୭/୨୧ ।

ଯାତ୍ରା : ଯୋଗିନୀ ଆଗ୍ନେୟେ । ଅତଃ ରାଘ୭/୨୧ମ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର : ମକରରାଶିର
ଘାତଚନ୍ଦ୍ର : ନାସ୍ତି
ରଜଶ୍ଚକ୍ରେ : କନ୍ୟା ପୁତ୍ରିଣୀ
ଭକ୍ଷଣ ନିଷେଧ : ଶିମ୍ବ
ପୁଷ୍କରଦୋଷ : ମୃତେ ପା୧ଦ, ରାଘ୭/ ୨୧ଗ ପା୨ଦ
ଶୁଭକର୍ମ : ନାସ୍ତି
ଶ୍ରାଦ୍ଧ : ଏକାଦଶୀର ଏକୋଦିଷ୍ଟ ପାର୍ବଣ
ଅମୃତବେଳା: ଦିଘ୯/୪୨ଗ ଘ୧୨/୧୯
ବାରବେଳା : ପ୍ରାଘ ୬/୫୮ଗ ଘ୮/୩୬ମ
କାଳବେଳା : ଦିଘ୧/୩୧ଗ ଘ୩/୯ମ
ମାହେନ୍ଦ୍ରବେଳା : ରାଘ୭/୫୩ଗ, ରାଘ୯/୨୦ମ
କାଳରାତ୍ରି : ରାଘ୭/୪୭ଗ, ରାଘ୯/୯ମ

ଆଜିର ରାଶିଫଳ

ମେଷରାଶିର : ଶରୀର ପୀଡା ଓ ଅସୁଖ
ବୃଷ : ସ୍ତ୍ରୀସହଯୋଗ ବୃଦ୍ଧି
ମିଥୁନ : ଧନ ଓ ସ୍ୱାସ୍ଥ୍ୟରେ ଉନ୍ନତି
କର୍କଟ : କାର୍ଯ୍ୟେ ସାମାନ୍ୟ ସୁଫଳ
ସିଂହ : ଚକ୍ଷୁପୀଡା
କନ୍ୟା : ଦ୍ରବ୍ୟଲାଭ
ତୁଳା : ଅପବାଦ ଓ ଖର୍ଚ୍ଚାନ୍ତ
ବିଛା : ଶ୍ରୀଚନ୍ଦ୍ର , ଧନ ଓ ବନ୍ଧୁ ଲାଭ
ଧନୁ : ସ୍ୱାସ୍ଥ୍ୟ ଓ ଧନହାନି
ମକର : ଅର୍ଥ ଓ ସୁସଂପର୍କ ବୃଦ୍ଧି
କୁମ୍ଭ : କର୍ମେ ଓ ଯାତ୍ରାରେ ଶୁଭ
ମୀନ : ଦଣ୍ଡଭୟ ଓ ହତାଶଭାବ
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)


ପଣ୍ଡିତ ମନୋଜ କୁମାର ନାୟକ , ଶିକ୍ଷକ, କୁରାଳ

%d bloggers like this: